ଅକ୍ସିଜେନ୍ ଅଭାବ୍ ଲାଗି ହାଲ୍ ବେହାଲ, ରୋଗୀକଁର୍ ପାଖକେ କେନ୍ତା ପହଞ୍ଚିବା

ଅକ୍ସିଜେନ୍ ଲାଗି ଇହାଦେ କେତେ କଥା । ଅକ୍ସିଜେନ୍ ଲାଗି ଇହାଦେ ହସପିଟାଲ ମାନେ କାନ୍ଦି ପକଉଛନ୍ । ଦରକାରନୁ କମ୍ ଅକ୍ସିଜେନ୍ରେ ଇହାଦେ ହସପିଟାଲ ଚାଲୁଛେ । ଦରକାରନୁ କମ୍ ଅକ୍ସିଜେନ୍ ଲାଗି ଇହାଦେ ନିଜର ଲୁକକଁର୍ ଆଏଁଖ୍ ସମାନାନେ ଲୁକକଁର୍ ଜୀବନ୍ ଯାଉଛେ । କରୋନାର ବିରୋଧନେ ଇହାଦେ ଦେଶନେ…

ଗର୍ଭବତୀ ମହିଲାକଁର ଲାଗି କେନସି ଦେବତାନୁ କମ୍ ନୁହେଁ ଇ ଏନଏମ୍ ଦିଦି

ଇହାଦେ ବିଶ୍ୱ ତଥା ଦେଶ୍‌ର ଏନ୍ତା ସ୍ଥିତିନେ ଆଗାଡେ ରହିକରି ସବୁ ସ୍ୱାସ୍ଥ୍ୟ କର୍ମୀମାନେ କାମ୍ କରୁଛନ୍ । ଦିନ୍ ରାତି ଗୁଟେ କରିକିନା ରୋଗୀକଁର ସେବା ଯତନ୍ କରୁଛନ୍ । ଇମାନକଁର ଏନ୍ତା ସେବା କାମ୍ ଲାଗି ଇମାନକୁଁ ଯେତକି ଧନ୍ୟବାଦ୍ ଦେଲେ ବି କମ୍ ପଡବା । କାଏଁ ହେଲା ଯେ କି ଭଗବାନ୍ ଲେଖେଁ…

ସବକୁଁ ଟିକା ଯୁଗାବାର ଲାଗି ଶେଷେ ଏନ୍ତା ହିସାବେ ମଗାଯାଉଛେ

ଇହାଦେର ସ୍ଥିତି କେନ୍ତା ରହିଛେ ସେଟା କାହାକେ ଅଛପା ନାଇଁନ । କରୋନା ସଂକ୍ରମଣ ପିକ୍‌ନେ ପୁହୁଁଚିଥିବାର ବେଲକେ ଟିକାକରଣ କରାବାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛେ । ହେଲେ ଦେଶନେ ଟିକା ଅଭାବଟା ରହିଥିବାରନୁ ବହୁତ୍ ଲୋକ୍ ଟିକା ନେଇନାଇଁ ପାରବାର ତ ଫେର କେନଠାନେ ଗୁଟେ ଗୁଟେ ଡୋଜ୍ ହିଁ…

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ଜାତି ଧରମ୍ ନାଇ ଦେଖିକରି ରାମ ନାମ୍ ନେଇକରି କର୍‌ଲେ ଶବ ଦାହ୍

କରୋନା ମହାମାରୀ ଲାଗି ଇହାଦେ ସବୁଆଡେ ଲୋକ ମାନକଁର୍ ଦେହାନ୍ତ ହେଉଥିବାର୍ ବେଲ୍‌କେ ତାକଁର୍ ମର୍ ଶରୀର୍ କେ ପୁଡାବାର୍ ଲାଗି ନିଜର୍ ବନ୍ଧୁ ବାନ୍ଧବ୍ ଆର୍ ପରିବାର୍ ଲୁକେ କରୋନା କେ ଡରିକରି ନାଇ ଆସୁଥିବାର୍ ଟା ଦେଖ୍‌ବାର୍ କେ ମିଲୁଛେ । ହେଲେ ଇହାଦେ ବି ଏନ୍ତା କେତେ ଜଣ ଲୋକ୍ ଅଛନ୍ ଯେନ୍…

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ମ୍ୟୁକରମାଇକୋସିସ୍ କାଣା ଆଏ

କରୋନା ସଂକ୍ରମଣର ୨ ନମ୍ବର ଲହରନେ କୋଭିଡ୍ ପଜିଟିଭ୍ ହେଇକରି ଠିକ୍ ହେବାର୍ ଉତାରୁ ଇହାଦେ ନୂଆ ସମସ୍ୟାନେ ପଡୁଛନ୍ ରୋଗୀ ମାନେ । ଆର୍ ଇ ସମସ୍ୟାର ନାଁ ହେଉଛେ ମ୍ୟୁକରମାଇକୋସିସ୍ । ଯେନଥି ରୋଗୀକଁର୍ ଆଏଁଖ୍ ଖରାଫ୍ ହେଇଯାଏସି । ଆଏଁଖ୍ ବାହାର କରବାରକେ ପଡସି । ଜୀବନ୍ ଯିବାର୍ ବି ଡର ଥିସି ।…

ଇମାନେ ନାଇଁ ନେଉନ୍ ଟିକା

କରୋନା ଟିକା ଇହାଦେ ସବୁନେ ଦିଆଯାଉଛେ । ହେଲେ ସମସ୍ତେ ଟିକା ନେଇପାରବେ କି ନାଇଁ, କାଣା ଅସବିଧା ଥିଲେ ନାଇଁ ନେବାର କଥା ଟିକା ଇସବୁକେ ନେଇକରି ସମକଁର ଭିତରେ ପ୍ରଶ୍ନ ରହିଛେ । ବହୁତ୍ ଲୋକ୍ ଇ ଡରଥି ଟିକା ନେବାର ଥିଲେ ଭିଏ୍ ନାଇଁ ଯିବାର ଟିକା ନେବାର ଲାଗି । କିଛିଟା ଗୁଜବ୍ ଭିଲ୍ ପ୍ରଚାର…

ସମ୍ବଲପୁର୍ ଟାଉନ୍‌କେ କେନ୍ତା ହିସାବେ କରାଗଲା ସାନିଟାଇଜ୍

ସମ୍ବଲପୁର୍ ଜିଲ୍ଲାନେ ଫି ଦିନ୍ କରୋନା ସଂକ୍ରମଣ ବଢୁଥିବାର୍ ନୁ ସମ୍ବଲପୁର୍ ଟାଉନ୍ କେ ଜିଲ୍ଲା ପ୍ରଶାସନ୍ ଆଡୁ ସେନିଟାଇଜ୍ କରାଯାଇଛେ । ସମ୍ବଲପୁର୍ ଜିଲ୍ଲାର୍ ସବୁ ଯାଗା ଗଲି ମାନକୁଁ ସବୁଆଡେ ସେନିଟାଇଜ୍ କରାଯାଇଛେ । ଯେନଥିର୍ ଲାଗି କରୋନା ସଂକ୍ରମଣ ଟିକେ କମ୍ ହେଇପାର୍‌ବା । ସେଥିର୍…

ସମ୍ବଲପୁର ରାଜ୍ୟନେ ୧ ଆରୁ ଦେଶନେ ୯ ନମ୍ବରଥି ପୁହୁଞ୍ଚିଲା

କରୋନା ସଂକ୍ରମଣ ଯେନ୍ ହିସାବେ ବଢୁଛେ ଯେ ବେମାରୀ ମାନକଁର ଲାଗି ବେଡ୍ ଭିଲ୍ ନାଇଁ ମିଲବାର । ଫିଦିନ୍ ଏତକି ଏତକି ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ୟା ଅଏତକା ରହିଥିବାର ବେଲକେ ସମ୍ବଲପୁର ଜିଲ୍ଲା ହଟସ୍ପଟ୍ ବନିଛେ । ଗୁଟେ ରିପୋର୍ଟ…