Browsing Tag

Bolangir

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ପେଶାନେ ଡାକୁଆ… ନିଶାନେ କଲାକାର୍

ପେଶାନେ ସେ ଜନେ ଡାକୁଆ... ନାଁ ତାଁକର୍ ବ୍ରହ୍ମାନନ୍ଦ ବନ୍‌ଛୋର୍ । ସେ ଡାକ୍ ବିଭାଗ୍‌ନେ କାମ୍ କର୍‌ସନ୍ ଆର୍ ଘର୍ ଘର୍ ଲୋକ୍‌ମାନ୍‌କୁ ଚିଠିପତର୍ ପହଁଚେଇ ଦେସନ୍ । ବାକି ମନ୍ ତାଁକର୍ ଘିଚି ହେଉଥିସି ଆର୍ ଗୁଟେ ନିକେ । ତାଁକର୍ ନିଶା ହେଉଛେ ‘କଲା’... ନିଜର୍ ଆତ୍ମିକ୍ ସତ୍ତା ଭିତ୍‌ରେ ସେ…

ଏନ୍ତା ତରିକା ବାହାରକଲେ ଯେନଥି ତିନ୍ ମାସ୍ ତକ୍ ତାଜା ରହେବା କୁସେର ରସ୍

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା…

୧୮ ଘଣ୍ଟା ପଡିରହେଲା ମଲାଦେହେ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାନେ ଥିବାର୍ ସିଏଚସି ରଏବାର୍ ଅଧା ରାତି ଝନେ କରୋନା ରୋଗୀକଁର୍ ଜୀବନ୍ ଯାଇଛେ । ଇଟା ଜନା ପଡବାର୍ ଉତାରୁ ଡାକ୍ତରଖାନା ଭିତରେ ମହିଲାକଁର୍ ମଲାଦେହେ ୧୮ ଘଣ୍ଟା ଧରି ପଡି ରହେଲା । ତାକଁର ସଂସ୍ପର୍ଶନେ ଆସି ଡାକ୍ତରଖାନାର କିଛି କର୍ମଚାରୀ ବି ପଜିଟିଭ୍…

ମାଏଟ୍ କୁଡଲେ, ନିଜେ ମଲାଦେହେକେ ତୁପଲେ ୨ ଝନ୍ ମହିଲା

କାଏଁ ଧନୀ କାଏଁ ଗରିବ । କାଏଁ ପାଠୁଆ, କାଏଁ ଅପାଠୁଆ, କାଏଁ ରଙ୍ଗ, କାଏଁ ଜାତି, ଜୀବନ୍ ଗଲା ଉତାରୁ ଆର କାଣା । ସଭେ ମାଟିର ମୁନୁଷ୍ ମାଟିନେ ଏକା ମିଶିଯାଏସନ୍ । ମାନ୍ ସମ୍ମାନ୍ ପାଇ ନାଁ କରିଥିବାର୍ ଲୋକ୍ ଟେ ଯାହା, ଜୀବନ୍ ଯାକ ଏକ ଘରକିଆ ହେଇକରି ରହି, ସବୁ ରକମର ଦୁଃଖ୍ ସହିଥିବାର୍ ଲୋକ୍…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

ବଲାଙ୍ଗିରର ସୁନା ଟୁକେଲ ବୀଣା ଥାପା

ବଲାଙ୍ଗିରର ନାଁ ରଖିଛନ୍ ତିନ୍ ଜନ୍ ପିଲା ଟୁକେଲ । ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲନେ ହେଇଥିବାର ରାଜ୍ୟ ସ୍ତରୀୟ ୧୦ ମିଟର ଏୟାର ରାଇଫଲ୍ ଓପନ୍ ସାଇଟ୍ ସୁଟିଂ ପ୍ରତିଯୋଗିତାନେ ଭାଗ ନେଇଥିଲେ ଇମାନେ । ବଲାଙ୍ଗିରର ଟୁକେଲ ବୀଣା ଥାପା ଗୋଲ୍ଡ ମେଡାଲ୍ ଜିତିଥିବାର ବେଲକେ ଅମିତ୍ ନନ୍ଦ ଆରୁ ଟୁଲୁ…

ଫେମିନା ମିସ୍ ଇଣ୍ଡିଆ-୨୦୨୦ : ଓଡିଶା ଟପ୍-୫ନେ ବଲାଙ୍ଗିରର୍ ଟୁକେଲ୍

ଫେମିନା ମିସ୍ ଇଣ୍ଡିଆ-୨୦୨୦ ବିଉଟି କଣ୍ଟେଷ୍ଟନେ ବି ଦେଖବାରକେ ମିଲବା ବଲାଙ୍ଗିରର ଟୁକେଲ ପାୱାର । କାରନ୍ ଓଡ଼ିଶାନୁ ବଛାଯାଇଥିବାର୍ ଟପ ଫାଇଭ ଭିତରେ ରହିଛନ୍ ବଲାଙ୍ଗିର ଜିଲ୍ଲାର ଶୁଭଶ୍ରୀ ରାୟଗୁରୁ । ଇହାଦେ ଶୁଭଶ୍ରୀ ହାଇଦ୍ରାବାଦନେ ଅଛନ୍ । ମଡେଲିଂ ଦୁନିଆନେ କାମ କରବାର୍ ଲାଗି ଇଚ୍ଛା…

ହରିଶଙ୍କରକେ ଚାଲବା ପର୍ଯ୍ୟଟନ୍ ବସ୍‌

ରାଜ୍ୟ ସରକାର ପର୍ଯ୍ୟଟନ୍ କ୍ଷେତ୍ରର ବିକାଶ ଲାଗି କାମ୍ ମୁଲ କରିଛନ୍ । ସୋନପୁର କୋଟସମଲାଇନେ ଥିବାର ପାତାଳି ଶ୍ରୀକ୍ଷେତ୍ର ଉତାରୁ ଇହାଦେ ହରିଶଙ୍କରର ପୀଠ୍‌ର ଭିତ୍ତିଭୂମିର ବିକାଶ ଲାଗି କାମ ମୁଲ ହେଇଛେ । ଇଥିର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ କୋଟି ଟଙ୍କା ମଂଜୁର କରିଛନ୍ ।…

ଇ ଦିଆଲିନେ ସମ୍ବଲପୁରୀ ଦୀପ୍‌

ଦିଆଲି ତିହାର କେତେ ଆଶ ଆନିଦେସି ସମକୁଁ । ଉସତ୍ , ଆନନ୍ଦ ଆର୍ ଉକିଆର ତିହାର ।ଦିଆଲି ଦିନ ଯେତେବେଲେ ଘରେ ଘରେ ଲୋକ ଦୀପ ଜାଲି କରି ଘରକେ ସଜେଇଥିସନ୍ । ଘର ମାନକୁଁ ଦେଖଲେ ଆଏଁଖ୍ ଝଲସି ଯାଉଥିସି । ହେତିରଲାଗି ଦିଆଲି ଆଘୋନୁ ବସସି ବଜାର । ଯେନେ ମିଲସି ରକର ରକମର ମାଏଟର ଦୀପ । ଦୀପ ମାନକୁଁ…