Browsing Tag

cmo odisha

ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଆଏବାର କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀକଁର ଗସ୍ତ ନେଇକରି ସବୁ ପ୍ରସ୍ତୁତି ଶେଷ୍ ଖେପେ ଥିବାର ବେଲକେ ଆଏବାର କାଲି ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ କରାବାର କାର୍ଯ୍ୟକ୍ରମ୍ ରହିଛେ । ପାଖାପାଖି ୬ ହଜାର ୮ଶହ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ ।…

ଆରଟିଓ ଆଗାଡେ ଆର୍ ନାଇଁ ଲାଗେ ଲମ୍ବା ଧାଡି

ଗାଡି କାଗଜପତର ଲାଗି ଆରୁ କୁଦାନର୍ଦ୍ଧା କରବାର ଲାଗି ନାଇଁପଡେ ଆରଟିଓ ଅଫିସ୍ । ଅନଲାଇନ୍‌ନେ ସବୁ କାଗଜପତର କାମ୍ ହେବା । ଇଆଡୁ ରାଜ୍ୟର ପହେଲା ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆରମ୍ଭ ହେଇଛେ । ପରିବହନ୍ ସେବାକେ ନେଇକରି ୯ଟା ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ ରାଜ୍ୟ ସରକାର ।…

ବରଗଡ଼ ଚାଷୀକଁର ଲାଗି ୩୪୦ କୋଟି ଟଙ୍କା

ବରଗଡ଼ ଜିଲ୍ଲାନେ ଜଳସେଚନ୍ ଲାଗି ଖର୍ଚ୍ଚା ହେବା ୩୪୦ କୋଟି ଟଙ୍କା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକେ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକନେ ମୋହର ଲଗେଇଛନ୍ । ରାଜ୍ୟର ଭାତହାଁଣ୍ଡି କୁହାଯାଉଥିବାର ବରଗଡ଼ ଜିଲ୍ଲାର ଚାଷୀ ଏତକର ସୁବିଧାନେ ଚାଷ ଲାଗି ପାଏନ୍ ପାଇପାରବେ । ମଙ୍ଗଳବାର ବରଗଡ଼…

ବିବିସି ସମ୍ମାନ୍ ୨୦୨୧

ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦକଁର ନାଁ ଫେର୍ ଚର୍ଚ୍ଚାନେ । ଇଥର କେନସି ପଦକ୍ ପାଏବାର ଲାଗି ନୁହେଁ ବରଂ ସମ୍ମାନିତ୍ କରାଯିବା ଦୂତିକୁଁ । ବିବିସି ଇଣ୍ଡିଆନ୍ ସ୍ପୋର୍ଟ୍ସ ୱିମେନ୍ ଅଫ୍ ଦ୍ ଇୟର ସମ୍ମାନ୍ ଲାଗି ଦୂତିକଁର ନାଁ ବଛାଯାଇଛେ । ୫ ଜନ୍ ମହିଲା ଖେଲାଲିକଁର ନାଁ ଇଥରେ ଥିବାର ବେଲକେ…

ଖୁଲବା ପ୍ରାଥମିକ୍ ସ୍କୁଲ୍‌

ସରସ୍ୱତୀ ପୂଜା ଉତାରୁ ଖୁଲବା ରାଜ୍ୟର ସବୁ ପ୍ରାଥମିକ ସ୍କୁଲ । ଇଟାନେଇକରି ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ସବୁ ପ୍ରକ୍ରିୟା ଆରମ୍ଭ ହେଇଛେ । ସ୍କୁଲ ଛୁଆ ଆସବାର ଆଘୋନୁ ସ୍କୁଲର ସବୁ ଶ୍ରେଣୀ କୁଠରୀ ସାଙ୍ଗେ ସ୍କୁଲ କ୍ୟାମ୍ପସ ମାନକୁଁ ସାନିଟାଇଜଡ୍ କରବାକେ ନିର୍ଦ୍ଦେଶ ଦିଆଯାଇଛେ । ହେଲେ…

ମହିଲା ସଂରକ୍ଷଣ ବିଲ୍ ପାରିତ ଲାଗି ଦାବି

ରାଜ୍ୟସଭାନେ ମହିଲା ସଶକ୍ତିକରଣ ପ୍ରସଙ୍ଗ ଉଠାଲା ବିଜେଡି । ମହିଲା ସଂରକ୍ଷଣ ବିଲ୍ ପାରିତ୍ କରବାର ନେଇକରି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାର ଶୂନ୍ୟକାଲନେ ଦାବି ରଖିଛନ୍ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଲାକଁର ବିକାଶ ଆରୁ ତାକଁର ସୁରକ୍ଷା ଦିଗନେ ସବୁବେଲେ କାମ୍…

‘ମୋ କଲେଜ’ ସାଙ୍ଗେ ମିଶବେ ବିଶ୍ୱବିଦ୍ୟାଳୟ

‘ମୋ ସ୍କୁଲ’ ଉତାରୁ ରାଜ୍ୟ ସରକାର ଆରମ୍ଭ କଲେ ‘ମୋ କଲେଜ’ ଯୋଜନା । ‘ମୋ କଲେଜ’ ଯୋଜନାନେ ସାମିଲ ହେବେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ । ସବୁ ସରକାରୀ ଆରୁ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଆରୁ ବିଶ୍ୱବିଦ୍ୟାଳୟନେ ଇ ଯୋଜନା କାର୍ଯ୍ୟକ୍ଷମ ହେବା । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ଭିନ୍…

ଆଏବାର ମାସୁ ଖୁଲବା ଅଙ୍ଗନୱାଡି

ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ନୂଆଁ ଗାଇଡ ଲାଇନ୍ ହିସାବେ କଣ୍ଟେନମେଣ୍ଟ ଜୋନ୍ ଅଂଚଲନେ ଲକ୍‌ଡାଉନ୍ ଜାରି କରାଯାଇପାରବା । ଫେବୃଆରୀନୁ ସ୍କୁଲ କଲେଜ ଖୁଲବାର ଉପରେ ରାଜ୍ୟ ଗଣଶିକ୍ଷା ଆରୁ ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡିଦିଆଯାଇଛେ । ସେନ୍ତା ଆଏବାର ମାସ ୧…

ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ହେବା ଅନୁଗୁଳନେ

ଅନୁଗୁଳନେ ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରବା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍‌) । ଓଡ଼ିଶାକେ ଶହେ ନିୟୁତ୍ ଟନ୍ ଇସ୍ପାତ୍ ତିଆର କରୁଥିବାର ହବ୍ ଭାବେ ପ୍ରତିଷ୍ଠା କରାଯିବା । ଇଟା ନେଇକରି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଜନ୍ ୨୦୩୦…

ସିଏମ୍ ନମ୍ବର ୱାନ୍‌, ନବୀନ ପଟ୍ଟନାୟକ

ଫେର୍ ନମ୍ବର ୱାନ୍ ନବୀନ ପଟ୍ଟନାୟକ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେର୍ ଥରେ ଲୋକପ୍ରିୟ ମୁଖ୍ୟନ୍ତ୍ରୀ ତାଲିକାନେ ରହିଛନ୍ । ଦେଶର ପ୍ରତିଷ୍ଠିତ୍ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଆରୁ କାର୍ଭି ଇନସାଇଟ୍ ଆଡୁ ହେଇଥିବାର ସର୍ଭେନେ ନବୀନକଁର ନାଁ ଲିଷ୍ଟର ପହେଲାନେ ରହିଛେ । ଜାନୁଆରୀ…