Browsing Tag

odisha

ସମ୍ବଲପୁର ବନିଛେ କରୋନା ହଟସ୍ପଟ୍‌

ସମ୍ବଲପୁର ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ରା ବଢି ବଢି ଚାଲିଛେ । ପହେଲା ଭିସୁଟ୍ କଲେଜନୁ କେତନି ଛାତ୍ର ଛାତ୍ରୀକଁର ପଜିଟିଭ୍ ରିପୋର୍ଟ ଆସିଥିବାର ବେଳକେ ଫେର୍ ଇହାଦେ ଜିଲ୍ଲାନେ ଆର୍ ୧୬ ଜନକୁଁ କରୋନା ହେଇଥିବାର ନେଇକରି ଜନାପଡିଛେ । ରାଜ୍ୟନେ ଇହାଦେ ସବୁନୁ ବେଶୀ କରୋନା ରୋଗୀ ସମ୍ବଲପୁର…

ମାର୍ଚ୍ଚ ୧ନୁ ଦୁଇ ନମ୍ବର ଖେପ୍ ଟିକାକରଣ

ମାର୍ଚ୍ଚ ୧ ତାରିଖନୁ ଦୁଇ ନମ୍ବର ଖେପ୍ କରୋନା ଟିକା ଆରମ୍ଭ ହେବା । ଇଥର ବୟଷ୍କ ଲୋକ ମାନକୁଁ କରୋନା ଟିକା ଦିଆଯିବା । ୪୫ ବରଷ୍‌ନୁ ଅଏତକା ବରସର ବ୍ୟକ୍ତି ଆରୁ ଭିନ୍ ଭିନ୍ ରୋଗନେ ପଡିଥିବାର ରୋଗୀକୁଁ ଟିକା ଦିଆଯିବା । ୩ଟା ଖେପ୍ ହେଇକରି ଇମାନକଁର କରୋନା ଟିକାକରଣ କରାଯିବା । ଭୁବନେଶ୍ୱରନେ…

ବିନିକା ଥାନାନେ ନାଟ୍‌

ଦିହେ କିରାସିନି ଢାଲି ହେଇକରି ଆତ୍ମହୁତି ଚେଷ୍ଟା କରିଥିବାର ଘଟନା ଇହାଦେ ଚର୍ଚ୍ଚାନେ । ସୁବର୍ଣ୍ଣପୁର ଜିଲ୍ଲା ବିନକା ଥାନାନେ ଠିକା ଟଙ୍କାକେ ନେଇକରି ଜନେ ଯୁଆନ୍ ଆତ୍ମହୁତି ଚେଷ୍ଟା କରିଛନ୍ । ଦିହେ କିରାସିନି ଢାଲି ହେଇକରି ନିଆଁ ଲଗାବାର ଲାଗି ଯାଉଥିବାର ବେଲକେ ପୁଲିସ ତାକୁଁ କାବୁ…

ଗୌରବମୟ ଇତିହାସର ମୁକସାକ୍ଷୀ:ଘୋଡାର ଗାଁ

ଟିଟିଲାଗଡ ସହରୁ ଖାଲି ୮ରୁ ୧୦ କିମି ଦୂରେ ଅଛେ ଘୋଡାର ଗାଁ । ଗାଁଟା ଯାକ ଐତିହାସିକ୍ କୀର୍ତ୍ତିରାଜିରେ ଭରି ରହିଛେ । ଗାଁଟା ଐତିହାସିକ୍ ଗାଁ ହିସାବେ ବନେ ଜନାଶୁନା । ଗାଁନେ ରହିଛେ ବହୁତଟେ ଐତିହାସିକ୍ ଯୁଗର କୀର୍ତ୍ତିରାଜି, କେନେ ଅଜତନ୍ ହେଇ ମନ୍ଦିର୍ ପଡି ରହିଛେ ତ କେନେ ମନ୍ଦିର…

ଆର ଗୁଟେ ଦାନ ମାଝୀ

ଗାଁର ଲୁକେ କେନସି କଥା ଲାଗି ଏକଘରକିଆ କରିଦେଇଥିଲେ । ଜାତିଭାଇ ଖାଲି ଏକଘରକିଆ ନାଇଁ କରି ଶେଷେ ଗୁଟେ ମଲାଦେହକେ ଭିଲ୍ ଅସମ୍ମାନ୍ କରିଛନ୍ । ଆର ଇ ସବୁ ଭିତରେ ଏକଲା ପୁଓ ନିଜେ ମାଁର ମଲାଦେହ ଧରିକରି ଶ୍ମଶାନକେ ନେଇକରି ଦାହ କରିଛନ୍ । ଇ ଘଟନାଟା ଇହାଦେ ଚର୍ଚ୍ଚା ବନିଛେ । କଳାହାଣ୍ଡି ଦାନ…

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍‌

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍ । ଇନ ପୁଷ୍ପେନ୍ଦ୍ର କି ଦିବ୍ୟଶଙ୍କର କେନସି ଗୁଟେ ସାଧା ଲୁକର ନାଁ ନାଇଁସେ । ଦୁହି ଝନ ଯାକ ହେଲେ ରାଜନୀତିର ଗୁଟେ ଗୁଟେ ଧୁରନ୍ଧର୍ । ଝନେ ଆଘର ମନ୍ତ୍ରୀ ବଏଲେ ଝନେ ଇହାଦେର ମନ୍ତ୍ରୀ । ବାକି ଯେତକି ବେଲକେ ମାଟିର କଥା ଆଏସି ସେ…

ମାଏଟ୍ କୁଡଲେ, ନିଜେ ମଲାଦେହେକେ ତୁପଲେ ୨ ଝନ୍ ମହିଲା

କାଏଁ ଧନୀ କାଏଁ ଗରିବ । କାଏଁ ପାଠୁଆ, କାଏଁ ଅପାଠୁଆ, କାଏଁ ରଙ୍ଗ, କାଏଁ ଜାତି, ଜୀବନ୍ ଗଲା ଉତାରୁ ଆର କାଣା । ସଭେ ମାଟିର ମୁନୁଷ୍ ମାଟିନେ ଏକା ମିଶିଯାଏସନ୍ । ମାନ୍ ସମ୍ମାନ୍ ପାଇ ନାଁ କରିଥିବାର୍ ଲୋକ୍ ଟେ ଯାହା, ଜୀବନ୍ ଯାକ ଏକ ଘରକିଆ ହେଇକରି ରହି, ସବୁ ରକମର ଦୁଃଖ୍ ସହିଥିବାର୍ ଲୋକ୍…

ଫେର୍ ପଶଲା କୋଭିଡ ଡର୍‌

ରାଏଜେ କୋଭିଡ ସ୍ଥିତି ଟିକେ ସୁଧରିବାର୍ ଉତାରୁ ନିୟମକେ ଟିକେ କୋହଲ କରି ଲୁକକଁର୍ ଜୀବନ୍ ଜୀବକା, ବଜାର, ହାଟ ଆର୍ ସ୍କୁଲ, କଲେଜ ସବୁ ସରକାର ଖୁଲିଦେଇଥିଲେ । ହେଲେ ଇହାଦେ ଫେର ଥରେ ଫିରିଛେ କରୋନାର ଡର । ଆର୍ ଇହାଦେ କରୋନା ସଂକ୍ରମଣ ଫେର ଥରେ ଚାପଲେ ସ୍ଥିତି ବିଗଡିପାରେ । ହେଥିରଲାଗି…

ଓଡିଶାନେ ସେନ୍‌ଚୁରୀ

ପେଟ୍ରୋଲ୍ ଦାମ୍ ଇହାଦେ ଆକାଶ୍ ଛୁଆଁ । ଦେଶର୍ ସବୁଆଡେ ପେଟ୍ରୋଲ୍ ଦାମ୍ ହୁ ହୁ ହେଇକରି ବଢୁଛେ । ପହେଲା ରାଜସ୍ଥାନ ର ଗଙ୍ଗାନଗର୍ ନେ ପେଟ୍ରୋଲ୍ ଦାମ୍ ୧୦୦ ଟକାଁ ଛୁଇଁ ଥିବାର୍ ବେଲ୍‌କେ ଇହାଦେ  ଓଡିଶା ନେ ପେଟ୍ରୋଲ୍ ଦାମ୍ ୧୦୦ ଛୁଇଁଛେ । ଓଡିଶାର୍ ମାଲ୍‌କାନଗିରି ଜିଲ୍ଲା ର କାଲିମେଳା…

ସମ୍ବଲପୁର୍ ପାଏବା ଜାତୀୟସ୍ତର୍ ପୁରସ୍କାର୍‌

 ସାଧାରଣ ଲୁକକଁର୍ ଅଭିଯୋଗ୍ ଶୁଣାଣି ଲାଗି ଜାତୀୟସ୍ତର୍ ନେ ସମ୍ବଲପୁର୍ ଜିଲ୍ଲା କେ ପୁରସ୍କାର୍ ମିଲ୍‌ବା ବଲି ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ କଁର୍ ଇ ଉତ୍କର୍ଷତା ପୁରସ୍କାର୍ ଲାଗି ଦେଶର୍ ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିବାର୍ ବେଲେ । ସେ ଭିତ୍‌ରେ ୧୩ଟା ଜିଲ୍ଲା ମନୋନୀତ୍ ହେଇଛେ ଆର୍…