Browsing Tag

sambalpur

ଫୋକସ୍‌ନେ ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆରୁ ୫-ଟି ସଚିବ । ସମ୍ବଲପୁର ଆରୁ ରାଉରକେଲା ଗସ୍ତନେ ଯାଇଛନ୍ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଇହାଦେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ ରଖିଛନ୍ । ସମ୍ବଲପୁର ମାଁ ସମଲେଇ ମନ୍ଦିର ବିକାଶ କାମ୍…

ପୂର୍ବ ଉତାରୁ ପଶ୍ଚିମ ଓଡ଼ିଶାନେ ନକଲି କାରବାର

ପୂର୍ବ ଓଡ଼ିଶା ଉତାରୁ ଇହାଦେ ଫେର୍ ପଶ୍ଚିମ୍ ଓଡ଼ିଶାନେ ଭିଲ୍ ନକଲି ସମାନ୍ କାରବାର ଚାଲିଥିବାର ଜନାପଡିଛେ । ସମ୍ବଲପୁରନୁ ନକଲି ସର୍ଫ ଜବତ ହେଲା ଉତାରୁ ଇହାଦେ ଖାଦ୍ୟ ସୁରକ୍ଷା ବିଭାଗ ଆର ପୁଲିସ୍ ଆଡୁ ଭିନ୍ ଭିନ୍ ଜାଗାନେ ଚଢାଉ କରାଯାଉଛେ । ଗଲା ଶନିବାର ସମ୍ବଲପୁରର ଦୁଇଟା ଭିନ୍ ଭିନ୍…

ସମ୍ବଲପୁର୍ ନେ ଟିକା ନେଲେ ୬୧୨ ଜନ

ଶନିବାର୍ ଦିନ ସାରା ଦେଶ୍‌ନେ ଟିକାଦାନ୍ କରାଯାଇଥିବାର୍ ବେଲ୍‌କେ ସମ୍ବଲପୁର୍ ଜିଲ୍ଲା ନେ ଭିଲ୍ ଟିକାଦାନ୍ କରାଯାଇଛେ । ସମ୍ବଲପୁର ଜିଲ୍ଲା ର୍ ୭ଟା ଡାକ୍ତରଖାନା ସମ୍ବଲପୁର୍ ବଡ ଡାକ୍ତରଖାନା, ଭିମସାର୍ ବୁର୍ଲା ,କୁଚିଣ୍ଡା ଡାକ୍ତରଖାନା, ରେଢାଖୋଲ୍ ଡାକ୍ତର୍‌ଖାନା , ହୀରାକୁଦ୍ ଗୋଷ୍ଠୀ…

ରାଏଜର୍ ଭିନ୍ ଭିନ୍ ଜିଲ୍ଲାନେ କରାଗଲା ଟିକା ଦାନ୍

ଆଏଜ୍ ଦେଶବ୍ୟାପି ଟିକାକରଣ୍ କରାଯିବା ସାଙ୍ଗେ ରାଏଜ୍ ର ସବୁ ଜିଲ୍ଲା ନେ ବି କରୋନା ଟିକାଦାନ୍ କରାଯାଇଛେ । ସେନ୍ତା ପଶ୍ଚିମଓଡିଶାର୍ ବଲାଙ୍ଗୀର୍ , ସମ୍ବଲପୁର୍ , ସୁନ୍ଦରଗଡ ଜିଲ୍ଲାର୍ ହସ୍ପିଟାଲ୍ ମାନକୁଁ ଟିକାଦାନ୍ କରାଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଡିଓ କନଫରେନ୍ସ ଜରିଆ ଥି…

ଗୋପାଲପୁର୍ ନୁ ସମ୍ବଲପୁର୍ ର ରେଲ୍ ଯୋଗାଯୋଗ୍ ଲାଗି ଶେଷ୍ ହେଲା ସର୍ଭେ

ଗୋପାଲପୁର୍‌-ସମ୍ବଲପୁର୍ ରେଲ୍ ଯୋଗାଯୋଗ୍ ଲାଗି କାଲି ସର୍ଭେ ଶେଷ୍ ହେଇଛେ । ଆଗରୁ ଦକ୍ଷିଣ୍ ପଶ୍ଚିମ୍ ନେ ରେଲପଥ୍ ସଂଯୋଗ୍ ଲାଗି ପ୍ରସ୍ତାବିତ୍ ହେଇଥିଲା ।ହେଲେ କାଲି ତାର୍ ଏୟାର୍ ସର୍ଭେ ଶେଷ୍ ହେଇଯାଇଛେ ଆର୍ ସର୍ଭେ ରିପୋର୍ଟ କେ ନୀତି ଆୟୋଗ୍ କେ ପଠାଯାଇଛେ । ନୀତି ଆୟୋଗ୍ ର ମଞ୍ଜୁରୀ…

ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା…

ହୀରାକୁଦ୍ ପ୍ରତିଷ୍ଠା ଦିବସ୍‌

ଦୁନିଆଁର ସବୁନୁ ଲମ୍ବା ଡେମ୍ ହୀରାକୁଦ ଡେମ୍‌ର ଆଏଜ୍ ପ୍ରତିଷ୍ଠା ଦିବସ୍ । ୬୪ ବଛର ପୁରିଛେ ଇତାର ଶୁଭାରମ୍ଭ ହେବାର । ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହେଇଥିଲା । ୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖନେ ସେତେବେଲର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ…

ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍‌ର ସୁମିତ ପୁରୋହିତ

ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍‌କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍‌ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍‌ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ…

ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ

ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍‌ନୁ ଅବସର୍ ନେଇଥିଲେ ।…

ସମ୍ବଲପୁରର ଟୁକେଲ ଶ୍ରୀୟଙ୍କା ଜିତଲେ ପଦକ୍‌

ସୁଟର୍ ଶ୍ରୀୟଙ୍କା ଷଡଙ୍ଗୀ ଦେଖାଲେ ଟୁକେଲ ପାୱାର । ନୂଆଦିଲ୍ଲୀନେ ଆୟୋଜିତ୍ ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟସ୍‌ନେ ଭାଗ ନେଇକରି ଜିତିଛନ୍ ପଦକ୍ । ଇ ପ୍ରତିଯୋଗିତାନେ ତିନ୍ ନମ୍ବରନେ ଆସିଥିବାର ଶ୍ରୀୟଙ୍କାକୁଁ ବ୍ରୋଞ୍ଚ ପଦକ୍ ମିଲିଛେ । ଦୁଇଥର ଟ୍ରାଏଲନେ ଶ୍ରୀୟାଙ୍କା ସମାନ୍ ସ୍କୋର ୬୨୯.୧…