Browsing Category

ଓଡ଼ିଶା

ବଲାଙ୍ଗିର୍ ଆଦର୍ଶ ବିଦ୍ୟାଳୟ: ସାରା ଦେଶେ ୫ ନମ୍ବର୍

ବାହାରିଛେ ୧୪ତମ୍ ଏଜୁକେଶନ୍‌ୱାର୍ଲ୍ଡ ଇଣ୍ଡିଆ ସ୍କୁଲ୍ ରେଙ୍କିଙ୍ଗ୍‌(ଇ-ଡବ୍ଲୁ-ଆଇ-ଏସ୍‌-ଆର୍‌) ଆରୁ ସେନେ ଦେଶର ସବୁନୁ ଭଲ୍ ସରକାରୀ ବୋଡିଂ ସ୍କୁଲ୍‌ର ତାଲିକାନେ ୫ ନମ୍ବର୍‌ଥି ଅଛେ ବଲାଙ୍ଗିର୍ ପଥରଚେପା ଠାନେ ଥିବାର୍ ଓଡିଶା ଆଦର୍ଶ ବିଦ୍ୟାଳୟ । ଭାରତର୍ ଜନାଶୁନା ଶିକ୍ଷା ମେଗାଜିନ୍…

ତିର୍ତ୍ତୋଳ ଆର୍‌ ବାଲେଶ୍ୱରନେ ବିଜେଡି

ବାଲେଶ୍ୱର ଆର୍‌ ତିର୍ତ୍ତୋଳ ନେ ଚାଲିଥିବାର ବିଧାନସଭା ଉପନିର୍ବାଚନ୍‌ର ଲଢେଇନେ ବିଜେଡି ଜିତିଛେ । ବାଲେଶ୍ୱର ଆସନ୍‌କେ ଭାଜପାର୍‌ ହାତୁ ଛଡେଇ ଆନଛେ ବିଜେଡି । ଆର୍‌ ତିର୍ତ୍ତୋଳନେ ଭିଲ୍‌ ନିଜର ଆସନକେ ହାତଛଡା ହେବାରକେ ନାଇ ଦେଇ । ତିର୍ତ୍ତୋଳ୍‌ନେ ଭାଜପା ୨ନଂ ଜାଗାନେ ରହିଥିବାର ବେଲେ…

ବାଲେଶ୍ୱର ଆର୍ ତିର୍ତୋଲ ଉପ-ନିର୍ବାଚନ୍‌, ଆଘେ ରହିଛେ ବିଜେଡି

ଓଡିଶାର୍ ଦୁଇଟା ବିଧାନସଭା ସିଟ୍ ବାଲେଶ୍ୱର ଆର୍ ତିର୍ତୋଲନେ ହେଇଥିବାର୍ ଉପ-ନିର୍ବାଚନର୍ ଆଏଜ୍‌କା ଭୋଟ୍‌ଗନତି ଚାଲିଛେ । ଇହାଦେତକର୍ ହେଇଥିବାର୍ ଗନତି ହିସାବେ ଦୁହି ସିଟ୍‌ନେ ବିଜୁ ଜନତା ଦଲ୍ ଆଘେ ରହିଛେ । ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ ଇହାଦେବି ଦୁଇ ଆର୍ ତିନ୍ ନମ୍ବର୍‌ନେ…

ଅନଲାଇନ୍‌ନେ ବିକ୍ରି ହେଉଛେ ଡିଜାଇନର୍‌ ସମ୍ବଲପୁରୀ ଡ୍ରେସ୍‌

ସମ୍ବଲପୁରୀର୍‌ କ୍ରେଜ୍‌ ଇହାଦେ ସବୁଆଡେ ଦେଖ୍‌ବାରକେ ମିଲୁଛେ ସବୁ ବଡ୍‌ ବଡ୍‌ ଲୋକ୍‌ନୁ ଧରିକରି ସେଲବ୍ରେଟି ମାନେ ଭିଲ୍‌ ସମ୍ବଲପୁରୀ କପଡାକେ ପସନ୍ଦ୍‌ କରୁଛନ । ସମ୍ବଲପୁରୀର୍‌ ବଢୁଥିବାର ଇ ପ୍ରକାରର ଲୋକପ୍ରିୟତା ଦେଖିକରି ଆମର୍‌ ସମ୍ବଲପୁରର୍‌ ଡିଜାଇନର୍‌ ପ୍ରମୋଦ୍‌ ମହାପାତ୍ରଙ୍କର୍‌…

କରୋନାଥି ଗଲା ଆଉ ୧୩ଟା ଜୀବନ୍‌

କରୋନା ସଂକ୍ରମନ ରାଏଜ୍‌ନେ ଇଆଡେ କମୁଥିବାର ବେଲ୍‌କେ ମରବାର୍‌ ସଂଖ୍ୟା ବଢୁଛେ । ଗଲା ୨୪ ଘଣ୍ଟାଥି ୧୩ ଜନ କୋରୋନା ରୋଗୀର ଜୀବନ ଯାଇଛେ ଆର୍‌ ଇତାକେ ମିଶେଇକରି ରାଏଜ୍‌ନେ ମୋଟ୍‌ କେରୋନା ମର୍‌ବାର ସଂଖ୍ୟା ୧୪୫୪ ହେଇଛେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ୍‌ ଆଡୁ ସୁଚନା ମିଲିଛେ ।…

ଓଡିଶାର ଝି ହେଲେ ପହେଲା ମହିଲା ସିଡିଏସ୍‌ ଟପ୍ପର୍‌

ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରିକ୍ଷାନେ ଟପ୍ପ୍‌ର ହେଇଛନ୍‌ ଆଦିତି ପରିଡା । ସେ ଓଡିଶାର୍‌ ପହେଲା ମହିଲା ଯିଏକି ସିଡିଏସ୍‌ ପରୀକ୍ଷାନେ ସାରା ଭାରତ୍‌ନେ ଟପ୍‌ କରିଛନ୍‌ । ତାଙ୍କର୍‌ ଘର୍‌ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍‌ର ନାଧରାନେ । ତାଙ୍କର ବାପା ଭାରତୀୟ ସେନା ବାହିନୀର୍‌…

ବନ୍ଦ୍‌ ହେବା ସମ୍ବଲପୁର୍‌ର କୋଭିଡ୍‌ ହସ୍ପିଟାଲ୍‌

ସମ୍ବଲପୁରନେ କୋଭିଡ୍‌ ସଂକ୍ରମନ୍‌ ରୋଗୀ ମାନ୍‌ଙ୍କର୍‌ ସଂଖ୍ୟା ଧିରେ ଧିରେ କମବାର୍‌କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍‌ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍‌ ହେଲା ନୁଆ କୋଭିଡ୍‌ ରୋଗୀ ଭିଲ୍‌ ଭର୍ତି ନାଇ ହେବାର ।…

ଆଏଜ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଭିତରେ ହେବା କଡା ଟକ୍କର୍‌

ଆଇପିଏଲ ୨୦୨୦ନେ ଆଏଜ୍‌ ସେକେଣ୍ଡ କ୍ୱାଲିଫାୟର୍‌ ମେଚ୍‌ ଖେଲବେ ‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ । ଫାଇନାଲକେ ଯିବାର ଲାଗି ଆଜି ମିଲବା ଲାଷ୍ଟ୍‌ ଚାନସ୍‌ ହେଥିର୍‌ ଲାଗି ଦୁହି ଟିମ୍‌ ଭିତରେ କଡା ଟକ୍କର୍‌ ସାଙ୍ଗେ ଗୁଟେ ଜୋର୍‌ଦାର୍‌ ମେଚ୍‌ ହେବା ବୋଲି ସଭେ…

ଫେର୍ ମାଡ଼ି ଆସୁଛେ କରୋନା!

ଓଡିଶାନେ ଇହାଦେ କରୋନା ସଂକ୍ରମଣ୍‌ର୍ ହାର୍ ଟିକେବାଗିର୍ କମିଥିବାର୍ ଦେଖାଯାଇଛେ । ଗଲାମାସର୍ ହିସାବେ ଦେଖଲେ ଇ ମାସେ କୋରୋନାଥି କମ୍ ଲୋକ୍‌ବି ମରିଛନ୍ । ହେଥିର୍‌ଲାଗି ଲୁକେବି କରୋନାର୍ ନିୟମ୍ ସବୁକେ ନେଇକରି ଟିକେ ହେଲୁଆ ହେଇ ବସୁଥିବାର୍ ଦେଖ୍‌ବାର୍‌କେ ମିଲିଛେ । ଅଧା ଲୋକ୍‌ତ କରୋନା…

ସୋନପୁରେ୍‌ ବଢ୍‌ବା ଶୀତ୍‌ର ଜାଡ୍‌

ଓଡିଶାନେ ଶୀତର୍‌ ଲହରି ମାଡିଆସୁଛେ ଗଲା ୨୪ ଘଣ୍ଟା ଭିତରେ ସୋନପୁର ଜିଲ୍ଲାନେ ସବୁନୁ କମ୍‌ ତାପମାତ୍ରା ୧୧.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛେ ତ ହେଥିର ଲାଗି ଆଏବାର ଦିନା ଚାରେ ସୋନପୁରନେ କନ୍‌ କନା ଶୀତ୍‌ ହେବା ବୋଲି କୁହାଯାଉଛେ । ସୋନପୁର ଉତାରୁ ଅନୁଗୁଳନେ ୧୨.୬ଡିଗ୍ରୀ ସେଲସିୟସ୍‌…