Browsing Tag

govt of india

ଝାରସୁଗୁଡା ନୁ ବେଙ୍ଗଲୋର୍ ,ମୁମ୍ବାଇ କେ ଉଡ୍‌ଲା ଉଡାଯାହାଜ

ଝାରସୁଗୁଡା ର ବୀର୍ ସୁରେନ୍ଦ୍ର ସାଏ ବିମାନ୍ ବନ୍ଦର୍ ନୁ ମୁମ୍ବାଇ ଆର୍ ବେଙ୍ଗଲୋର୍ କେ ବିମାନ୍ ଚଲାଚଲ୍ ଆରମ୍ଭ ହେଇଥିବାର୍ ବେଲ୍‌କେ ମଙ୍ଗଳବାର୍ ଦିନ ସ୍ପାଇସଜେଟ୍ ଉଡାଯାହାଜ୍ ମୁମ୍ବାଇ ନୁ ଝାରସୁଗୁଡା କେ ପହେଲା ଉଡିଥିଲା । ବୋଇଂ ୭୩୭ ସକାଲର୍ ୧୦ ନୁ ମୁମ୍ବାଇ ନୁ ବାହାରିକରି ସକାଲର୍…

ସଂସଦ୍ ଭବନ ର ତିଆରି ଲାଗି ସୁପ୍ରିମକୋର୍ଟ ର ମଞ୍ଜୁରୀ

ନୂଆଦିଲ୍ଲୀ ନେ ରାଷ୍ଟ୍ରପତି ଭବନନୁ ଇଣ୍ଡିଆ ଗେଟ୍ ତକ୍ ନୁଆ ସଂସଦ୍ ଭବନ୍ (ସେଣ୍ଟ୍ରାଲ୍ ଭିଷ୍ଟା) ବନାବାର୍ ଲାଗି ମଙ୍ଗଲବାର୍ ଦିନ ଅନୁମତି ଦେଲା ସୁପ୍ରିମକୋର୍ଟ । ଇତାର୍ ଆଗ୍‌ରୁ ଡିସେମ୍ବର୍ ୭ ତାରଖ୍ ଦିନ ନୂଆ ସଂସଦ ଭବନ୍ ଲାଗି ଭୂମିପୂଜନ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିବାର୍ ବେଲେ…

କଲାହାଣ୍ଡିର୍ ବଜାଥି ଦୁଲ୍‌କିବା ଦିଲ୍ଲୀ

କଲାହାଣ୍ଡି ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍‌କେ ଇ ବଛର୍ ସାଧାରଣତନ୍ତ୍ର ଦିବସ୍‌ନେ ଭାଗ୍ ନେବାର୍ ଲାଗି ବଛା ଯାଇଛେ । କଲାହାଣ୍ଡି ର୍ ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍ ଆମର୍ ପଶ୍ଚିମ ଓଡିଶାର୍ କଲା ସଂସ୍କୃତି ଆର୍ ନାଚ୍ ଗୀତ୍ କେ ପୁରା ଦେଶ୍ ର ସାମ୍ନାନେ ଦେଖାବାର୍ ଲାଗି ପ୍ରସ୍ତୁତି ଇହାଦେ…

କରୋନା ଟିକାକେ ଅନୁମତି ଦେଲା ଭାରତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍‌ହାର୍ ଲାଗି ଅନୁମତି ଦେଲେ ଭାରତ ସର୍‌କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ…

ରାଉରକେଲାନେ ହେବା ଭାରତର ସବୁନୁ ବଡ ହକି ଷ୍ଟାଡିୟମ୍

ସୁନ୍ଦର୍‌ଗଡ ଜିଲ୍ଲାର୍ ରାଉର୍‌କେଲା ନେ ଭାରତ ର ସବୁନୁ ବଡ ହକି ଷ୍ଟାଡିୟମ୍ ବନାବାର୍ ଲାଗି ଘୋଷଣା କରିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ସୁନ୍ଦର୍‌ଗଡ ଜିଲ୍ଲାନୁ ଦିଲ୍ଲୀପ୍ ତିର୍କୀ ,ସୁନିତା ଲାକ୍ରା ଲେଖେ ବହୁତ୍‌ଟେ ହକି ଖେଲାଲୀ ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତର୍‌ନେ ନାଁ…

ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ…

ଭିଏସ୍‌ଏସ୍ ବିମାନ୍ ବନ୍ଦର୍‌ନେ ଲାଗୁ ହେଲା କଟକନା

କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍‌ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍‌କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍‌ନୁ ସେଥିର୍ ଲାଗି ଆମର୍ ଦେଶ୍…

‘ଲେଜିଅନ ଅଫ ମେରିଟ୍ ‘ ଆୱାର୍ଡଥି ସମ୍ମାନିତ୍ ହେଲେ ମୋଦି

 ଆମେରିକାର ସବୁନୁ ବଡ ସମ୍ମାନ୍ ‘ଲେଜିଅନ୍ ଅଫ୍ ମେରିଟ୍ ' ଥି ଭାରତ୍ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ସମ୍ମାନିତ୍ କରିଛନ୍ ଆମେରିକାର୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଲେଜିଅନ ଅଫ୍ ମେରିଟ୍ ଆମେରିକାର୍ ସବୁନୁ ବଡ ସମ୍ମାନ୍ ହେଇଥିବାର୍ ବେଲେ ଭାରତ୍ ଆର୍ ଆମେରିକାର୍ ଭିତ୍‌ରେ ଭଲ୍…

ବରଗଡନେ ହେବା ମେଡିକାଲ୍ କଲେଜ୍

ବରଗଡ ନେ ଥିବାର୍ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର୍ ହସ୍ପିଟାଲ୍ ଇହାଦେ ମେଡିକାଲ୍ କଲେଜ୍ ହେବା ବଲିକରି ରାଜ୍ୟ ସରକାରକଁର୍ ପାସକେ ବିକାଶ୍ ଗୃପ୍ ଆଡୁ ପ୍ରସ୍ତାବ୍ ଆସିଛେ । ବରଗଡନେ ମେଡିକାଲ୍ କଲେଜ୍ ହେଲେ ବରଗଡ ଆର୍ ବରଗଡ୍ ଆଖର୍ ପାଖର୍ ଅଂଚଲ୍ ର ଲୋକ୍ ମାନେ ଭଲ୍ ଚିକିତ୍ସାର୍ ସୁବିଧା…

ଆଡିଲେଡ୍‌ ନେ ହାରିଗଲା ଭାରତ୍‌

ଆଡିଲେଡ ନେ ହେଇଥିବାର୍‌ ଭାରତ୍‌ ଅଷ୍ଟ୍ରେଲିଆ ମ୍ୟାଚ୍‌ନେ ଭାର୍‌ତର୍‌ ହାରିଯାଇଛେ । ୮ୱିକେଟ୍‌ ନେ ଭାରତ୍‌ କେ ହରେଇ କରି ମ୍ୟାଚ୍‌ ଜିତିଛେ ଅଷ୍ଟ୍ରେଲିଆ । ପହେଲା ଇନିଂସ ନେ ଭାରତ୍‌ ଅଷ୍ଟ୍ରେଲିଆ ନୁ ଆଗେ ରହିଥିବାର୍‌ ବେଲେ ସେକେଣ୍ଡ୍‌ ଇଂନିସ୍‌ ନେ ଭାରତ୍‌ ମାତ୍ର ୩୬ ରନ୍‌ କରିପାରିଥିଲା…