Browsing Tag

kalahandi

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ସହିଦ ସୁବାଷକୁଁ ଝୁରୁଛେ ଜନମ୍ ମାଏଟ୍‌

ବିଜାପୁର ସୁକମାନେ ନକ୍ସଲକଁର୍ ମାନକଁର୍ ଉତପାତ୍ ଲାଗି ଆଏଜ୍ ପୁରା ଦେଶ କାନ୍ଦୁଛେ । ବୀର ଯବାନ ମାନକଁର୍ ବଲିଦାନକେ ସୋର କରୁଛେ ପୁରା ଦେଶ୍ । ମାଁ ମାଏଟ୍ ଲାଗି ଜୀବନ୍ ଦେଇଥିବାର ୨୨ ଝନ୍ ଯବାନ ମାନକଁର୍ ଭିତରେ ଅଛନ୍ କଳାହାଣ୍ଡିର ସୁବାଷ ନାୟକ । ଲାଲବାହିନୀର ଗୁଲିଥି ସବୁ ଦିନ୍ ଲାଗି…

ଖରା ଲାଗି ଗୁଲଗୁଲା

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି…

ବାଇକ୍ ଉପରେ ଚଢିଗଲା ବସ୍‌, ୩ ଜନକଁର ଗଲା ଜୀବନ୍

ବାଇକ୍ ଉପରେ ମାଡିଗଲା ବସ୍ । ଦୁର୍ଘଟଣାନେ ତିନ ଜନ୍‌କଁର ଜୀବନ୍ ଯାଇଥିବାର ବେଲକେ ଆର ଜନେ ଗୁରୁତର ହେଇଛନ୍ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡା ଠାନେ ଏନ୍ତା ଦୁର୍ଘଟନା ଘଟିଛେ । ଗୁଟେ ବସ୍ ବାଇକ୍ ଉପରେ ମାଡିଯିବାରନୁ ଦୁର୍ଘଟନା ଘଟିଥିବାର ଜନାପଡିଛେ । ଘଟନା ଜାଗାନେ ହିଁ…

ନିଆଁ ଲାଗିଯିବାରନୁ ଗୁଟା ଜଲିଗଲେ ଟୁକେଲ୍‌

ଘରେ ନିଆଁ ଲାଗିକରି ଗୁଟେ ଟୁକେଲକଁର ଜୀବନ୍ ଯାଇଛେ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁନୁ ଆସିଛେ ଏନ୍ତା ଗୁଟେ ଦୁଃଖଦ୍ ଘଟନା । ଆଏଜ୍ ସଖାଲୁ ଘରେ ଅଚାନକ୍ ନିଆଁ ଲାଗିଯାଇଥିବାର ବେଲକେ ସେ ନିଆଁଥି ଗୁଟା ଜଲିଯାଇଥିଲେ । ମରିଥିବାର ଟୁକେଲ ଜନକ୍ ଧର୍ମଗଡ଼ କଲେଜନେ ଯୁକ୍ତ ୩ ଦୁଇ…

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍‌

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍ । ଇନ ପୁଷ୍ପେନ୍ଦ୍ର କି ଦିବ୍ୟଶଙ୍କର କେନସି ଗୁଟେ ସାଧା ଲୁକର ନାଁ ନାଇଁସେ । ଦୁହି ଝନ ଯାକ ହେଲେ ରାଜନୀତିର ଗୁଟେ ଗୁଟେ ଧୁରନ୍ଧର୍ । ଝନେ ଆଘର ମନ୍ତ୍ରୀ ବଏଲେ ଝନେ ଇହାଦେର ମନ୍ତ୍ରୀ । ବାକି ଯେତକି ବେଲକେ ମାଟିର କଥା ଆଏସି ସେ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

କର୍ଲାପାଟ୍‌ନେ ହାତୀ ମଡକ୍‌

କଳାହାଣ୍ଡି କର୍ଲାପାଟ୍ ଅଂଚଲନେ ହାତୀ ମଡକ୍ ଘଟନା ଇହାଦେ ଚର୍ଚ୍ଚା ବନିଛେ । ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ଅଂଚଲନେ ଗଲା ଦୁଇ ହପ୍ତା ଭିତରେ ୬ଟା ହାତୀର ଜୀବନ୍ ଗଲାନ । ଗଲା ୧ ତାରିଖନେ ପହେଲା ହାତୀ ଅଭୟାରଣ୍ୟ ପାଶର ତେନ୍ତୁଲିପଦର ଗାଁ ପାଶେ ଗୁଟେ ହାତୀ ମରିଥିଲା । ତାର ଉତାରୁ ଫେର୍ ଗଲା ୮…

ବଜାଶାଲ୍ କଲାକାରକୁଁ ଭେଟଲେ କଂଗ୍ରେସ ନେତା ଭକ୍ତ ଦାସ

ଆଏବାର ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ କଳାହାଣ୍ଡିର ବଜାଶାଲ୍ ଆଡୁ ନାଚ୍ ଦେଖାବେ କଲାକାର । ଇଥିର ଲାଗି ଜୋରଦାର ପ୍ରସ୍ତୁତି ଚଲେଇଛନ୍ ସବୁ କଲାକାର । ଗଲା ୩ ତାରିଖନୁ ଦିଲ୍ଲୀ ଯାଇଛନ୍ ୮୦ ଜନିଆ କଲାକାର ଗୃପ୍ । ଦିଲ୍ଲୀ ରାଜପଥନେ ବଜାଶାଲ୍‌ର କମାଲ ପୁରା ଦେଶ ଦୁନିଆଁ ଦେଖବାର ଆଘୋନୁ…