Browsing Category

ଓଡ଼ିଶା

୯୨,୭୧୩ କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ମିଲଲା ମଞ୍ଜୁରୀ

କୋଭିଡ୍ ବେମାରୀ ଇହାଦେ ପୁରା ଦୁନିଆଁର ବିକାଶର ଧାରାନେ ବାଧକ ସାଜିଛେ । ଗୁରଦୁଟେ ଦେଶେ ଇହାଦେ ଲୋକ ରୁଜଗାର ଭିଲ୍ ହରେଇଛନ୍ । ଇ ସବୁ ଭିତରେ ଭିଲ ଓଡ଼ିଶାନେ ଶିଳ୍ପର ବିକାଶ ଦିଗନେ ରାଜ୍ୟ ସରକାର ୯୨,୭୧୩ କୋଟି ଟଙ୍କାର ୫ଟା ବୃହତ୍ ପୁଞ୍ଜିନିବେଶ ପ୍ରସ୍ତାବକେ ଅନୁମୋଦନ କରିଛନ୍ । ଇଆଡୁ…

ସମ୍ବଲପୁର ଆଇଆଇଏମ ହେଲା ବିଜେନେସ୍‌ୱାର୍ଲଡ୍‌ ‘ବି ସ୍କୁଲ’

ଅକ୍ଟୋବର ୨୨ନେ  ବାହାରିଥିବାର ‘ବିଜ୍‌ନେସୱାର୍ଲଡ୍‌'ର ବି–ସ୍କୁଲ୍‌ ଲିଷ୍ଟ୍‌ନେ ଆଇଆଇଏମ୍‌ ସମ୍ବଲପୁର ୧୮ନଂ ଜାଗାନେ ରହିଛେ । ଦେଶନେ ନୁଆ ଖୁଲିଥିବାର୍‌ ଆଇଆଇଏମ୍‌ ଭିତରେ ଆଇଆଇଏମ ସମ୍ବଲପୁରର ପ୍ରଦର୍ଶନ ଭଲ୍‌ ରହିଥିବାର ବେଲେ ତାର ବିକାଶ ଭିଲ୍‌ ଭଲଭାବେ ହେଉଛେ । ଅନୁଷ୍ଠାନ୍‌ନେ ହେଉଥିବାର…

ବୁଢାରଜାକଁର ଦଶରାଯାତ୍ରା

କରୋନା ଲାଗି ଇ ବଛର ସବୁ ପରବ୍‌, ଯାନି ଯାତ୍ରା ଫିକା ପଡିଛେ । ଇତାର ଭିତରେ ଭିଲ୍ ପୂଜା ପରବନ୍ କରାଯାଉଥିଲେ ଭିଲ କରୋନା ନିୟମ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛେ । ଇ କରୋନା ସମିଆଁନେ ଧର୍ମଗଡ଼ନେ ଆଏବାର ୭ ତାରିଖନେ ପାଲନ ହେବାକେ ଯାଉଛେ ଶ୍ରୀ ଶ୍ରୀ ବୁଢାରଜାକଁର ଦଶରାଯାତ୍ରା । ଇନେଇକରି…

ରାଜ୍ୟନେ ହେବା ପ୍ରକୃତି ପର୍ଯ୍ୟଟନକେନ୍ଦ୍ରର୍‌ ବିକାଶ୍‌

ଗଲା ୫ ବଛର ଭିତରେ ପର୍ଯ୍ୟଟନ୍‌ ବିଭାଗ୍‌ନେ ୧୦୧ପ୍ରତିଶତ ରାଜସ୍ୱ ବଢିଛେ । ଫି ବରଷ୍‌ ବରେହିପାନି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସିତାଗୁଡା, ନୃସିଂନାଥ, କୋରାପୁଟ ର ପାଇନ ଜଙ୍ଗଲ୍‌ ,ପାଟୋରା ଡେମ୍‌, ଆର ଟେନସାକେ ପ୍ରକୃତି ପର୍ଯଟନକେନ୍ଦ୍ର ହିସାବେ ତାର ବିକାଶ୍‌ କରବାର ଲାଗି ରାଜ୍ୟ ସରକାର…

ମାଁ ମାଏଟ୍ ଲାଗି ଗରବ୍ ଆନ୍‌ଲେ ଜଗନ୍ନାଥ ସେଠ୍‌

ଆମର ଦେଶ ଆରୁ ରାଜ୍ୟ ଲାଗି ସୁନାମ୍ ଆନିଦେଇଛନ୍ ବରଗଡ଼ ମାଏଟର ପୁଓ ଜଗନ୍ନାଥ୍ ସେଠ୍ । ଅନ୍ତର୍ଜାତୀୟ ଫିଲ୍ମନେ କାମ କରିକିନା କଲାର ଯାଦୁ ଦେଖେଇଛନ୍ । ଫିଲ୍ମଥି ଲିଡ୍ ରୋଲ୍‌ଥି ନଜର ଆସିଛନ୍ ଜଗନ୍ନାଥ । ଆସାମର ସେମଖୋର୍ ପାହାଡନେ ରହୁଥିବାର ଆଦିବାସୀକଁର ଉପରେ ଇ ଫିଲ୍ମଟା ତିଆର କରାଯାଇଛେ ।…

ଅବାଦବାଥି ଲୋୟର ସୁକ୍‌ତେଲ୍

ବଲାଙ୍ଗିର ଜିଲ୍ଲାର ଜୀବନ୍‌ରେଖା କୁହାଯାଉଥିବାର ସୁକତେଲ୍ ଜଲସେଚନ୍ ପ୍ରକଳ୍ପ କାମ୍ ଇହାଦେ ଭିଲ୍ ଅଧପନ୍ତରିଆ ହେଇକରି ପଡିରହିଛେ । ଗଲା ଦୁଇ ଦଶନ୍ଧି ଧରିକରି ଇ ପ୍ରକଳ୍ପ ଲାଗି କାମ୍ କରାଯାଉଥିଲେ ଭିଲ ଇଟା ପୂରା ହେଇନାଇଁ ପାରବାର । ପହେଲାନୁ ପ୍ରକଳ୍ପକେ ନେଇକରି ବିରୋଧ ହେଇଆସୁଥିଲା ।…

ସମଲେଶ୍ୱରୀ ମନ୍ଦିର୍‌ ଲାଗି ଆସଲା ୨କୋଟି

ସମ୍ବଲପୁର୍‌ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀକଁର୍‌ ମନ୍ଦିର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ଆଡୁ ୨କୋଟି ଟଙ୍କା  ପର୍ଯ୍ୟଟନ୍‌ ବିଭାଗ୍‌କେ ଦିଆଯାଇଛେ । ସବୁ ବଛର ସମଲେଶ୍ୱରୀ ଗୁଡିକେ ଦେଶ ଆର ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ୍‌ ଦର୍ଶନ୍‌ ଲାଗି ଆସିଥିସନ । ଗଲା ବଛର ରିପୋର୍ଟ…

ନଭେମ୍ବର୧୫ନୁ ଖୁଲବା ସ୍କୁଲ

ସ୍କୁଲ ଖୁଲବାର ନେଇକିନା ସରକାର୍‌କଁର୍ ତରଫନୁ ଆଏଲା ନିର୍ଦ୍ଦେଶ । ନଭେମ୍ବର ୧୫ ତାରିଖ୍ନୁ ସ୍କୁଲ ଖୁଲବା ବଲିକରି ଜନାପଡିଛେ । ହେଲେ ଖାଲି ନବମନୁ ଦ୍ୱାଦଶ ଶ୍ରେଣୀ ତକ୍ ଛୁଆ ସ୍କୁଲ ଯିବେ । ଏକରୁ ଆଠ୍ ଶ୍ରେଣୀ ତକ୍ ଛୁଆକଁର ପାଠପଢା ଇହାଦେ ବନ୍ଦ ରହେବା । ଛୁଆକଁର ସଂଖ୍ୟାକେ ଦେଖିକରି…

ଭଲ୍ ହିସାବେ ସରଲା ଭୋଟିଂ

ରାଜ୍ୟନେ ଚାଲିଥିବାର ଉପନିର୍ବାଚନ୍‌ର ଶେଷ ହେଲା ମତ୍‌ଦାନ୍ । ବାଲେଶ୍ୱର ଆରୁୁ ତିର୍ତ୍ତୋଲନେ ଉପନିର୍ବାଚନ ଚାଲିଥିବାର ବେଲକେ ମଙ୍ଗବାର ଦିନ୍ ଭୋଟର ବାଛିଥିବାର ନିଜର ପ୍ରତିନିଧିକୁଁ ଦେଇଛନ୍ ଭୋଟ୍ । ଇହାଦେ ପ୍ରାର୍ଥୀକଁର ଭାଗ୍ୟ ଇଭିଏମ୍‌ନେ ସିଲ୍ ହେଇକରି ସୁରକ୍ଷିତ୍ ରହିଛେ । ଆଏବାର ୧୦…

ଏସପିକୁଁ ମାଓବାଦୀକଁର ଧମକ୍‌

କଳାହାଣ୍ଡି ଏସପିକୁଁ ଜୀବନ୍‌ନୁ ମାରିଦେବାର ଧମକି ଦେଲେ ମାଓବାଦୀ । ଜିଲ୍ଲାର ଏମ.ରାମପୁର ଥାନା ମୋହନଗିରି ପଂଚାୟତ ମାଣିକେରା ଗାଁନେ ଇ ନେଇକରି ଗୁଟେ ମାଓ ପୋଷ୍ଟର ଜବତ୍ ହେଇଛେ । ଗଲା କିଛି ମାସ ଧରିକରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାର କିଛି ଇଲାକାନେ ମାଓବାଦୀକଁର…