Browsing Category

ଓଡ଼ିଶା

ବେଷ୍ଟ୍‌ ‘ମେକ୍‌ଅପ’ମଡେଲ୍‌ ର ଟାଇଟଲ ଜିତଲେ ସମ୍ବଲପୁର ଟୁକେଲ ମୀମାଂସା

ସମ୍ବଲପୁର ର ମୀମାଂସା ରଥ ଅପେରା ରିକ୍ରିଏସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ନଭେମ୍ବର ୧ ତାରିଖ ଦିନ ଆୟୋଜିତ କରାଯାଇଥିବାର ଇଣ୍ଟରନେସନଲ ଫେସନ ଶୋ'୨୦୨୦ ନେ ବେଷ୍ଟ ମେକ୍‌ଅପ୍‌ ମଡେଲ ର ଟାଇଟଲ ଜିତିକରି ଆମର ରାଏଜ ଆର ଦେଶ ର ଗୌରବ ବଢେଇଛନ । କରୋନା ମହାମାରି ଲାଗି ଇ ପ୍ରତିଯୋଗିତା ର୍ଭଚୁଆଲି…

ବିନା ଫଟ୍‌କରାନେ ଦୀଆଲି

ଇ ବଛର ଦୀଆଲି ବିନା ଫଟ୍‌କରାଥି ମନାଯିବା । ଖାଲି ଦୀପ୍ ଜଲେଇକରି ଲୁକେ ଦୀଆଲି ମାନବେ । ଇହାଦେ ଭିଲ କରୋନା ବେମାରୀ ବଢବାର ଡର୍ ରହିଥିବାର ବେଲକେ କରୋନା ନିୟମ ମାନବାକେ ପଡବା । କରୋନା ଲାଗି ଇ ବଛର ପରବ ମାନେ ସବୁ ଫିକା ପଡିଛେ । ପହେଲାନୁ ଦଶହରା ପୂଜା, କାଲୀ ପୂଜା, ଗଜଲକ୍ଷ୍ମୀ ପୂଜାନେ…

ଇ ଦିଆଲିନେ ସମ୍ବଲପୁରୀ ଦୀପ୍‌

ଦିଆଲି ତିହାର କେତେ ଆଶ ଆନିଦେସି ସମକୁଁ । ଉସତ୍ , ଆନନ୍ଦ ଆର୍ ଉକିଆର ତିହାର ।ଦିଆଲି ଦିନ ଯେତେବେଲେ ଘରେ ଘରେ ଲୋକ ଦୀପ ଜାଲି କରି ଘରକେ ସଜେଇଥିସନ୍ । ଘର ମାନକୁଁ ଦେଖଲେ ଆଏଁଖ୍ ଝଲସି ଯାଉଥିସି । ହେତିରଲାଗି ଦିଆଲି ଆଘୋନୁ ବସସି ବଜାର । ଯେନେ ମିଲସି ରକର ରକମର ମାଏଟର ଦୀପ । ଦୀପ ମାନକୁଁ…

ବାଲିଜୁରୀ ହାଟ୍ ବନବା ବ୍ରାଣ୍ଡ୍‌

ସମ୍ବଲପୁରୀ ଶାଢୀ । ପଶ୍ଚିମ ଓଡ଼ିଶାକେ କେତେନି , ନାଁ ଆନିଦେଇଛେ ! ଖାଲି ରାଏଜ କି , ଦେଶ ନାଇଁସେ ଦେଶ ବାହାରେ ବି ରହିଛେ ସମ୍ବଲପୁରୀ କପଡାର ଆଦର । ଯେତେବେଲେ ବି ସମ୍ବଲପୁରୀ ଶାଢୀ , କପଡାର କଥା ପଡସି, ମନକେ ଆଏସି ବରଗଡର ବାଏଲଜୁରି ହାଟର କଥା । ଇ ହାଟକେ ଆଗକେ ଏସିଆର ସବୁନୁ ବଡ ଖୁଲା…

ଲଗତାର୍ ଦୁଇ ବଛର୍ ହେବା ଜଗନ୍ନାଥଙ୍କର୍ ନାଗାର୍ଜୁନ ବେଶ୍

କାହିଁ ୨୬ ବରସ୍ ଉତ୍ତାରୁ ହେବାକେ ଯାଉଛେ ପୁରୀରେ ବଡ୍ ମହାପୁରୁ ମାନକର୍ ନାଗାର୍ଜୁନ ବେଶ୍। ଚତୁର୍ଦ୍ଧା ମୂର୍ତ୍ତୀ ଆଏବାର୍ ନଭେମ୍ବର ୨୭ ତାରିଖ୍ ଦିନ ବୀର୍ ବେଶେ ସଜେଇ ହେବେ। ବାକି ଇହାଦେର୍ ଇ କୋରୋନାର ପ୍ରକୋପ ଭିତରେ ସରକାର କରିଥିବାର୍ ସବୁ ନିୟମ୍ ଅନସାରେ ହିଁ ନାଗାର୍ଜୁନ ବେଶର୍ ସବୁ…

କରୋନା ସାଜଲା କାଲ୍‌, ପୁଓ ଉତାରୁ ଗଲା ବୁଆର ଜୀବନ୍‌

କରୋନା ଭାଇରସ୍ ଲାଗି ଇହାଦେ ପୁରା ବିଶ୍ୱ ଯୁଝୁଛେ । ଇହାଦେ ଭିଲ୍ ବେମାରୀ ବଢ୍‌ବାର ଡର ରହିଥିବାର ବେଲକେ ବଲାଙ୍ଗିରନୁ ଆସିଛେ ଗୁଟେ ଦୁଖଦ୍ ଖବର । କରୋନା ଭାଇରସ୍ ପହେଲା ପୁଓର ଜୀବନ୍ ଯାଇଥିବାର ବେଲକେ ଇହାଦେ ବୁଆର ଜୀବନ୍ ଭିଲ୍ ଯାଇଛେ । ବଲାଙ୍ଗିର ଜିଲ୍ଲାନୁ ଆସିଛେ ଏନ୍ତା ଖବର କରୋନା…

ଖଣିଜ ଉତ୍ପାଦନ୍‌ନେ ଏକ ନମ୍ବର ଓଡ଼ିଶା

ଖଣିଜ ପଦାର୍ଥ ଉତ୍‌ପାଦନଥି ଦେଶ ଭିତରେ ଏକ ନମ୍ବର ରାଏଜ ଭାବେ ନିଜର ଜାଗା ତିଆର କରିଛେ ଓଡ଼ିଶା । ଦେଶର ମୋଟ୍ ଖଣିଜ ଉତ୍ପାଦନ ହିସାବନେ ଦେଖବାରକେ ଗଲେ ଆମର ରାଏଜ ଆଡୁ ୨୪.୬୮ ଭାଗ ରହିଛେ । କେନ୍ଦ୍ର ମନ୍ତ୍ରଣାଳୟର ବଛରକିଆ ରିପୋର୍ଟ ହିସାବେ ଓଡ଼ିଶା ଏକ ନମ୍ବରନେ ରହିଛେ । ୨୦୧୮-୧୯ନେ ରାଏଜର…

ଆରୁ ନାଇଁନ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ୍ ରାଜୁ ମିଶ୍ର

ଆରୁ ନାଇଁନ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ୍ ରାଜୁ ମିଶ୍ର । ହାର୍ଟ ଆଟାକ୍‌ଥି ତାକଁର ଜୀବନ୍ ଯାଇଛେ । ମଲା ବେଲକେ ରାଜୁ ମିଶ୍ରକୁଁ ୭୨ ବରଷ୍‌ ହେଉଥିଲା । ଜଟଣୀନେ ଥିବାର ତାକଁର ଘରେ ସବୁ ଦିନର ଲାଗି ସେ ଆଏଁଖ୍‌ ମୁଜିଛନ୍ । ବହୁତ୍‌ଟେ ଓଡ଼ିଆ ଫିଲ୍ମନେ କାମ କରିକିନା ଓଡ଼ିଆ ଫିଲ୍ମୀ ଦୁନିଆଁନେ ନାଁ…

କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ହେବା କାଲୀ ପୂଜା

କୋଭିଡ୍ ଗାଇଡଲାଇନ୍ ମାନିକରି କାଲୀ ପୂଜା ପାଲନ୍ ହେବା କଟକନେ । ଦୁର୍ଗା ପୂଜା ଲେଖେଁ କାଲୀ  ପୂଜାନେ ଭିଲ୍ ନିୟମ ରଖାଯାଇଛେ । ୪ ଫୁଟ୍‌ର ମୂର୍ତ୍ତି ପୂଜା ଲାଗି ଅନୁମତି ମିଲିଥିବାର ବେଲକେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ଆର ୫୦ ଅଫିସର ମୁତୟନ୍ ହେବେ ପୂଜା ସମିଆାଁନେ । ସେନ୍ତା ଫଟକା…

ରାଜ୍ୟପାଲ୍‌କୁଁ କରୋନା

କରୋନାନେ ଆକ୍ରାନ୍ତ ହେଲେ ରାଜ୍ୟପାଲ୍‌ ପ୍ରଫେସର ଗଣେଶୀ ଲାଲ । ଇ ନେଇକିନା ରାଜ୍ୟପାଲ୍‌କଁର ଅଫିସ୍‌ ଆଡୁ ଟୁଇଟ୍ କରାଯାଇଛେ । ରାଜ୍ୟପାଲ୍‌କଁର ସାଙ୍ଗେ ତାଙ୍କର ସ୍ତ୍ରୀ ଭିଲ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ଜନାପଡିଛେ । ଇତାର ବାହାରେ ତାଙ୍କର କୁଟୁମ୍‌ର ଦୁଶରା ୪ ଝନ୍ ଭିଲ କରୋନା…