Browsing Tag

balangir

ଗଛେ ପିଟିହେଲା ଇନୋଭା ଗାଡି, ଦୁର୍ଘଟଣାନେ ୩ ଜନ୍‌କଁର ଗଲା ଜୀବନ୍‌

ବଲାଙ୍ଗିର ଦେଓଗାଁ ସାଗରପାଲିନେ ସଡକ୍ ଦୁର୍ଘଟନାନେ ୩ ଜନକଁର ଜୀବନ୍ ଯାଇଛେ । ଘଟନା ଜାଗାନେ ଦୁଇ ଜନକଁର ଜୀବନ୍ ଯାଇଥିବାର ବେଲକେ ଜନକୁଁ ମେଡିକାଲନେ ସ୍ଥାନାନ୍ତର ସମିଆଁନେ ଜୀବନ୍ ଯାଇଥିବାର ନେଇକରି ଜନାପଡିଛେ । ଗାଡି ଡ୍ରାଇଭର ଅବସ୍ଥା ଗୁରୁତର ଥିବାର ବେଲକେ ତାକୁଁ ବୁର୍ଲା ମେଡିକାଲନେ…

ବଲାଙ୍ଗିରନେ ଅସିତ୍ ତ୍ରିପାଠୀ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲା ଉତାରୁ ଅସିତ ତ୍ରିପାଠୀକଁର ପହେଲା ବଲାଙ୍ଗିର ଗସ୍ତ । ଗସ୍ତ ସମିଆଁନେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ ଅସିତ୍ ତ୍ରିପାଠୀ । ଇତାର ଆଘୋନୁ ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ୍ ସଚିବ ଦାୟିତ୍ୱନେ ରହିଥିବାର ବେଲକେ ଆଗୁଆ ଅବସର…

ଫେର୍ ରକତ୍ ସର୍ ସର୍ ହେଲା ଶୁଲିଆ ପୀଠ୍

ବଲାଙ୍ଗିର୍ ନାଁ କରା ଶୁଲିଆ ଯାତ୍‌ରା ଫେର୍ ଥରେ ରକତ୍ ନେ ଭିଜି ଯାଇଛେ । କରୋନା କାଲ୍ ନେ ସବୁ ନିୟମ୍ ଭିତ୍‌ରେ ଶେଷ୍ ହେଇଛେ ଶୁଲିଆ ଯାତ୍‌ରା । ବଲି ପଡିଛନ୍ ପଶୁ ,ପକ୍ଷୀ । ଶୁଲିଆ ଯାତ୍‌ରା ବଡଖଲା ଆର୍ ସାନ୍‌ଖଲା ନେ ମାନସିକ୍‌ଧାରୀ ମାନେ ପଶୁ, ପକ୍ଷୀ ମାନକୁଁ ବଲି ପକେଇଛନ୍ ।…

ଆରୁ ନାଇଁନ ଲଳିତ ଦାଦା

ପୁରଖା ସମାଜସେବୀ ଲଳିତ ନାୟକକଁର ବିୟୋଗ୍ । ଭୁବନେଶ୍ୱର ଏମ୍‌ସନେ ଚିକିତ୍ସା ଚାଲିଥିବାର ବେଲେ ଆଏଜ ସଖାଲୁ ତାକଁର ଦେହାନ୍ତ ହେଇଛେ । ଗଲା କିଛି ମାସ୍ ହେଲା କ୍ୟାନସର୍ ବେମାରନେ ପଡିଥିବାର ବେଲକେ ଭୁବନେଶ୍ୱର ଏମ୍‌ସନେ ରହିକରି ଚିକିତ୍ସିତ୍ ହେଉଥିଲେ । ଗଲା ଜୁନ୍ ମାସ ୨୯ ତାରିଖନେ ସେ ତଲେ…

ଶୁଲିଆ ଯାତରା ଲାଗି ପ୍ରସ୍ତୁତି ବୈଠକ

ଆଏବାର ୧୯ ତାରିଖନେ ହେବାକେ ଯାଉଛେ ଶୁଲିଆ ଯାତରା । ଫେର୍ ରକତ୍‌ଥି ଉଦା ହେବା ବଲାଙ୍ଗିର ଦେଓଗାଁ ଖଇରଗୁଡାର ଶୁଲିଆ ପୀଠ୍ । ଆଦିବାସୀ ସମ୍ପ୍ରଦାୟକଁର ଶୁଲିଆ ଯାତରା ଫି ବରଷ୍ ଲେଖେଁ ଇ ବରଷ୍ ଭିଲ୍ ହେବାକେ ଯାଉଛେ । ଯାତରା ପ୍ରସ୍ତୁ୍‌ତି ନେଇକରି ଜିଲ୍ଲା ପ୍ରଶାସନ୍ ଆଡୁ ବଲାଙ୍ଗିର…

ରାଏଜର୍ ଭିନ୍ ଭିନ୍ ଜିଲ୍ଲାନେ କରାଗଲା ଟିକା ଦାନ୍

ଆଏଜ୍ ଦେଶବ୍ୟାପି ଟିକାକରଣ୍ କରାଯିବା ସାଙ୍ଗେ ରାଏଜ୍ ର ସବୁ ଜିଲ୍ଲା ନେ ବି କରୋନା ଟିକାଦାନ୍ କରାଯାଇଛେ । ସେନ୍ତା ପଶ୍ଚିମଓଡିଶାର୍ ବଲାଙ୍ଗୀର୍ , ସମ୍ବଲପୁର୍ , ସୁନ୍ଦରଗଡ ଜିଲ୍ଲାର୍ ହସ୍ପିଟାଲ୍ ମାନକୁଁ ଟିକାଦାନ୍ କରାଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଡିଓ କନଫରେନ୍ସ ଜରିଆ ଥି…

ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍‌ର ସୁମିତ ପୁରୋହିତ

ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍‌କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍‌ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍‌ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ…

ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ

ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍‌ନୁ ଅବସର୍ ନେଇଥିଲେ ।…

୧୦ନୁ ଖୁଲବା ହରିଶଙ୍କର ପୀଠ୍‌

ଶେଷ ହେଲା ସବୁ ଟକା, ଜାନୁଆରୀ ୧୦ ତାରିଖନେ ଶ୍ରଦ୍ଧାଲୁକଁର ଲାଗି ଖୁଲବା ହରିଶଙ୍କର ପୀଠ୍ । ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନକଁର ଅଧ୍ୟକ୍ଷତାନେ ହେଇଥିବାର ବୈଠକନେ ଏନ୍ତା ନିଷ୍ପତ୍ତି ନିଆଯାଇଛେ । ଗଲା ୯ ମାସ୍‌ରୁ ଅଏତକା ଦିନ୍ ହେବା…

ଖୁଲଲା ମାଁ ମାଣିକେଶ୍ୱରୀ ଆର ନୃସିଂହନାଥ ମନ୍ଦିର

କରୋନା ଲାଗି ବନ୍ଦ ରହିଥିଲା ସବୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସାଙ୍ଗେ ଦୁଶରା ଧର୍ମନୁଷ୍ଠାନ୍ । ଇହାଦେ ଧୀରେ ଧୀରେ କରୋନା ସ୍ଥିତି ଟିକେ ସୁଧରିଲା ଉତାରୁ ସବୁ ଧର୍ମସ୍ଥଲ ମାନେ ଖୁଲିଛନ୍ । କଳାହାଣ୍ଡି ଭବାନୀପାଟଣା ମାଁ ମାଣିକେଶ୍ୱରୀକଁର ମନ୍ଦିର ଭକତ୍‌କଁର ଲାଗି ଖୁଲିଛେ । ମାଁ…