Browsing Tag

sambalpur

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

କୁଚିଣ୍ଡା ନେ ଉଦ୍‌ଘାଟନ୍ ହେଲା ନୂଆ ବସଷ୍ଟାଣ୍ଡ୍

ସମ୍ବଲପୁର୍ ଜିଲ୍ଲା କୁଚିଣ୍ଡା ବ୍ଲକ୍‌ନେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ୍ କରାଯାଇଛେ । ଆର୍ ତାର୍ ସାଙ୍ଗେ କୁଚିଣ୍ଡା ଅଂଚଲ୍ ନେ ସ୍ମାର୍ଟ ପାର୍କ ତିଆରି ଲାଗି ଭିତ୍ତି ଭୂମି ଥାପ୍‌ନା କରାଯାଇଛେ । ଉଦ୍‌ଘାଟନି ଉତ୍ସବ୍ ନେ ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ମୁଖ୍ୟ ଅତିଥି ହିସାବେ ଯୋଗ୍ ଦେଇଥିଲେ ।…

ମିସ୍ ଇଣ୍ଡିଆ ରନର୍ସ ଅଫ୍ ମିମାଂଶା ରଥ

ଫେର୍ ଓଡ଼ିଶାର ନାଁ ରଖଲେ ସମ୍ବଲପୁରର ଟୁକେଲ ମିମାଂଶା ରଥ । ଅପେରା ମିସ୍ ଇଣ୍ଡିଆ ୨୦୨୧ର ପହେଲା ରନର୍ସ ଅଫ୍ ଟ୍ରଫି ସେ ଜିତିଛନ୍ । ଅନଲାଇନ୍‌ନେ ହେଇଥିବାର ଇ ପ୍ରତିଯୋଗିତାନେ ଦେଶର ଭିନ୍ ଭିନ୍ ଜାଗାନୁ ଦସ୍ୱବ ଶହନୁ ଅଏତକା ପ୍ରତିଯୋଗୀ ସାମିଲ୍ ହେଇଥିଲେ ଆରୁ ଇମାନକଁର ଭିତରୁ ୬୪ ଜନ୍‌କୁଁ…

ସୂତା ଦାମ୍ ବଢିଗଲା ଉତାରୁ ଚିନ୍ତା ନେ ସମ୍ବଲପୁରୀ ବୁଣାକାର୍

କେନ୍ଦ୍ର ବଜେଟ୍ ୨୦୨୧ ନେ ସୂତା ର ଦାମ୍ ଉପରେ ଟିକସ୍ ଲାଗ୍‌ବାର୍ ନୁ ଇହାଦେ ମୁଡେ ହାତ୍ ଦେଇଛନ୍ ବୂଣାକାର୍ । କଟନ୍ ର ଦାମ୍ ବଢି ଯିବାର୍ ନୁ ସୂତା ର୍ ଦାମ୍ ଭିଲ୍ ବଢିଯିବା ଯେନଥିର୍ ଲାଗି ଗୁଟେ ବୁଣାକାର୍ କେ ଯେତ୍‌କି ଲାଭ୍ ମିଲୁଥିଲା ସେତ୍‌କି ଭିଲ୍ ନାଇ ମିଲେ । ସେଥିର୍ ଲାଗି ବଲିକରି…

ପ୍ରଫେସର ସଞ୍ଜିବ ମିତ୍ତଲ ନୂଆଁ କୁଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆଁ କୁଳପତି ଭାବେ ଯୋଗ ଦେଲେ ପ୍ରଫେସର ସଂଜୀବ ମିତ୍ତଲ । ଜିଏମୟୁ କୁଳପତି ପ୍ରଫେସର ଏନ ନାଗାରାଜୁକଁରଠାନୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ । ପୁରନା ଛାତ୍ର ସଂଗଠନକେ ସୁଦୃଢ କରବାର ସାଙ୍ଗେ ବଡ ଶିଳ୍ପ ସଂସ୍ଥାନ ସାଙ୍ଗେ ସୁସମ୍ପର୍କ, ଗବେଷଣା ବୃଦ୍ଧି,…

ମଉଲିଗଲେ ‘ମନ ଆକାଶର ଜହ୍ନ’

ଆରୁ ନାଇଁନ ପୁରଖା ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର । ଓଡ଼ିଆ ଫିଲ୍ମ ଦୁନିିଆଁର ଚର୍ଚ୍ଚିତ ନାୟକକଁର ବିୟୋଗ । ରବିବାର ୭୨ ବରଷ୍ ବୟସ୍‌ଥି ତାକଁର ନିଧନ୍ ହେଇଛେ । ମେଡିକାଲନେ ଚିକିତ୍ସିତ୍ ହେଉଥିବାର ସମିଆଁନେ ତାକଁର ଦେହାନ୍ତ ହେଇଥିବାର ନେଇକରି ଜନାପଡିଛେ । ଗଲାକାଲି ଗାଧୁଥିବାର ବେଲେ…

ସମ୍ବଲ୍ ମାଏଟ୍ ର ବୀର୍ ପୁଓ ବୀର୍ ସୁରେନ୍ଦ୍ର ସାଏ

ସ୍ୱାଧୀନତା ସଂଗ୍ରାମ୍ ଥି କେତେ କେତେ ସଂଗ୍ରାମୀ ମାନେ ନିଜର୍ ଜୀବନ୍ କେ ବାଜି ଲଗେଇ ଦେଇଥିବାର୍ ବେଲ୍‌କେ ସେ ଭିତ୍‌ରୁ ଜନେ ଥିଲେ ପଶ୍ଚିମ ଓଡିଶାର୍ ସମ୍ବଲ୍ ମାଏଟର୍ ପୁଓ ବୀର ସୁରେନ୍ଦ୍ର ସାଏ । ଯାହର୍ ହାତେ ଧନୁଶର୍ ଥିବାର୍ ତକ୍ ଦୁନିଆର୍ ସବୁନୁ ଶକ୍ତିଶାଲୀ ସାମ୍ରାଜ୍ୟର୍ ରଜା ଭିଲ୍…

ବୌଦ୍ଧ୍ ଆର୍ ସୋନପୁର୍ ଜିଲ୍ଲାର୍ ବିକାଶ୍ ପ୍ରକଲ୍ପର୍ ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ବୌଦ୍ଧ ଆର୍ ସୋନପୁର୍ ଜିଲ୍ଲାର୍ ଉଦ୍ୟୋଗୀ ମାନକଁର୍ ବିକାଶ୍ ଲାଗି ମୁଖ୍ୟମନ୍ତ୍ରୀକଁର୍ ମୁଖ୍ୟ ପରାମର୍ଶଦାତା ଆର୍ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍‌(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ୍ ଦେଇଛନ୍ । ବୌଦ୍ଧ ଜିଲ୍ଲାପାଳକଁର୍ ସମ୍ମିଲନୀ କକ୍ଷ ନେ ହେଇଥିବାର୍ ବୈଠକ୍‌ନେ…

ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହେଲେ ପ୍ରଫେସର୍ ସଂଜୀବ ମିତ୍ତଲ

ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ୍ ର କୁଳପତି ପଦ୍ ବହୁତ୍ ଦିନୁ ଖାଲି ରହିଥିବାର୍ କେ ନେଇକରି ବହୁତ୍ ଦିନୁ ଚର୍ଚ୍ଚା ଲାଗିରହିଥିବାର୍ ବେଲ୍‌କେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହିସାବେ ପ୍ରଫେସର୍ ସଂଜୀବ୍ ମିତ୍ତଲ କୁଁ ନିଯୁକ୍ତି କରାଯାଇଛେ । ରାଜ୍ୟପାଳ ଗଣେଶି ଲାଲ୍ ତାହାକୁଁ ନୂଆ…

ଆରମ୍ଭ ହେବା ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍

ସମ୍ବଲପୁର୍ ର ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍ ମୂଲ କର୍‌ବାର୍ କେ ନେଇକରି ଆଏଜ୍ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ ଅନୁସାରେ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଲ୍ ସମ୍ବଲପୁର୍ ର୍ ସମଲେଇ ମନ୍ଦିର୍ ପରିଦର୍ଶନ୍ କରିଛନ୍ । ମନ୍ଦିର୍ ର ବିକାଶ୍ ଆର୍ ମନ୍ଦିର୍ କେ ଆହୁରି ସୁନ୍ଦର୍ ବନାବାର୍ ଲାଗି ଆଗ୍‌ରୁ…