Browsing Category

ଦେଶ୍‌-ବିଦେଶ୍‌

ମହାରାଷ୍ଟ୍ରନେ ଫିର୍‌ଘାଏ ଲକ୍‌ଡାଉନ୍ କଥାକେ ନେଇକରି ଲୁକକୁଁ ସତର୍କ କରାଲେ ଉଦ୍ଧବ୍ ଠାକ୍‌ରେ

କୋଭିଡ ସଂକ୍ରମଣ୍ ଫିର୍‌ଥରେ ବଢୁଥିବାର୍ ନେଇକରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍‌ରେ ଆଉ ଥରେ ଲକ୍ ଡାଉନ୍ କରାଯିବା ବଲିକରି ଲୋକମାନକୁଁ ସତର୍କ କରେଇଛନ୍ । କୋଭିଡ ନିୟମ୍ କେ ନାଈ ମାନୁଥିବାର୍ ଲୁକକଁର୍ ଉପରେ କାର୍ଯ୍ୟନୁଷ୍ଠାନ୍ ନିଆଯିବା ବଲିକରି ସେ କହିଛନ୍ । ଲୋକମାନେ ନିୟମ୍ କେ…

କେନ୍ତା ହଟ୍‌ଲେ କିରଣ୍ ବେଦୀ !

ଦେଶର୍ ଟୁକେଲ୍ ପାୱାର୍‌ର ଗୁଟେ ବଡ୍ ଭାରି ଉଦାହରଣ୍‌, ଭାରତର୍ ପହେଲା ମହିଲା ଆଇ-ପି-ଏସ୍ ଅଫିସର୍ କିରଣ୍ ବେଦୀ ଯେ କି ପୁଡୁଚେରୀର ଉପ-ରାଜ୍ୟପାଲ୍ ଥିଲେ ତାହାଁକୁ ସେ ପଦ୍‌ନୁ କାଏଲ୍ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ହଟେଇ ଦେଇଛନ୍ । ଗଲାକାଲି ରାତି ୯ ବଜି ରାଷ୍ଟ୍ରପତି ଭବନ୍‌ନୁ ଜାରି…

ନାଇଁ ହେତା ସେଞ୍ଚୁରୀ !

କ୍ରିକେଟ୍ ରସିଆ ଦେଶ୍ ଭାରତରେ ସେଞ୍ଚୁରୀ ହେଉଛେ ଗୁଟେ ବଡ୍‌ଭାରିଟେ ଜିନିଷ୍ । ଅଲ୍‌ଗା ସବୁ ଜିନିଷ୍ ଅପେକ୍ଷା ଯେନ୍ ଜିନିଷ୍‌ଟା ସବୁଠାନୁ ଜହକରି ଗନାଯାଏସି ସେଟା ହେଉଛେ ସେଞ୍ଚୁରୀ । ଆଘୋ ଲୁକେ ସଚ୍ଚିନ୍ ତେନ୍ଦୁଲକର୍‌କଁର୍ ସେଞ୍ଚୁରୀ ଗନୁଥିଲେ । ଇହାଦେ ବିରାଟ କୋହଲୀକଁର୍ ଗନୁଛନ୍ । ବାକି…

ଟୋକିଓ ଅଲିମ୍ପିକ୍ସ: ଓଡ଼ିଶାନୁ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ଆର୍ ରଶ୍ମିତା ମିଞ୍ଜ

ହକିର ଗଡ ସୁନ୍ଦରଗଡ । ସେନୁ ବାହାରିଥିବାର ଖେଲାଲି ମାନେ ସବୁବେଲେ ଦେଶ୍ ଲାଗି ନାଁ କରିଛନ୍ । ତ ଗଲା ବର୍ଷ ଟୋକିଓ ଅଲିମ୍ପିକ୍ସ ଯେନଟା ହେବାର କଥା କରୋନା ଲାଗି ଇ ବର୍ଷକେ ଘୁଞ୍ଚଲା । ତ ଇ ବର୍ଷ ଜାତୀୟ ମହିଲା ହକି ଶିବିର ଲାଗି ହକି ଇଣ୍ଡିଆ ତରଫୁଁ ୨୫ ଝନିଆ ଭାରତୀୟ ସମ୍ଭାବ୍ୟ ଦଲ ଘୋଷଣା…

ଆଜିନୁ କରୋନା ଟିକାର ଦୁଇ ନମ୍ବର ଡୋଜ୍‌

ଦେଶନେ କରୋନା ଟିକାକରଣ ପକ୍ରିୟା ଚାଲିଛେ । ପହେଲା ଖେପ୍ ଟିକାକରଣ ଅଭିଯାନନେ ପହେଲା ଡୋଜ୍ ନେଇଥିବାର ଲୋକକୁଁ ଦୁଇ ନମ୍ବର ଡୋଜ୍ ଦିଆଯିବା । ଆଜିନୁ ଦୁଇ ନମ୍ବର ଡୋଜ୍ ଆରମ୍ଭ କରାଯାଇଛେ ଭାରତନେ । ଇଥିର ଲାଗି ପଞ୍ଜିକୃତ୍ ହେଇଥିବାର ବ୍ୟକ୍ତିକଁର ପାଶକେ ମେସେଜ୍ ସାଙ୍ଗେ କଲ୍ କରାଯାଉଛେ ।…

ଏଲଏସିନେ ଭାରତ-ଚୀନ୍ ସେନା ହଟ୍‌ଲେ ପଛକେ

ଭାରତ-ଚୀନ୍ ସୀମାନେ ଗଲା କିଛି ଦିନ୍ ହେଲା ଲାଗିରହିଥିବାର ଝମେଲିଆ ସ୍ଥିତି ଉପରେ ସୁଧାର ଆସିଛେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଏଜ୍ ସଂସଦନେ ଲଦାଖ ପ୍ୟାଙ୍ଗଙ୍ଗ ହ୍ରଦ୍‌ର ଉତ୍ତର ଆରୁ ଦକ୍ଷିଣ ଭାଗନୁ ସେନା ପଛକେ ହଟବାର ନେଇକରି ଭାରତ ଚୀନ୍ ଭିତରେ ସହମତି ହେଇଥିବାର କହିଛନ୍ । ଇତାର…

ମାନସା ବାରଣାସୀ ମିସ୍ ଇଣ୍ଡିଆ-୨୦୨୦

ମାନସା ବାରଣାସୀ ନୂଆଁ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଛନ୍ । ଫେମିନ୍ ମିସ୍ ଇଣ୍ଡିଆ ୨୦୨୦ର ମୁକୁଟ୍ ଜିତିଛନ୍ ମାନସା । ଟପ୍ ୩ ବିଜେତାକଁର ଭିତରେ ମାନସାକଁର ସାଙ୍ଗେ ରହିଛନ୍ ମାନିଆ ସିଂ, ମାଣିକା ଶୋକନ୍ଦ । ଫେମିନ୍ ମିସ୍ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆମାଉଣ୍ଟନୁ ଟପ୍ ୩ ବିଜେତାକଁର ନାଁ…

ସୁପର୍ ସିଷ୍ଟର୍ସ

ଆମର ସମାଜନେ ପିଲା ଆରୁ ଟୁକେଲକଁର ଭିତରେ ସବୁବେଲେ ତଫାତ୍ ଦେଖାଯାଇସି । ଗୁଟେ ସମିଆଁ ଥିଲା ଯେତେବେଲେ ଲୋକ୍ ଭାବୁଥିଲେ ଯେ ଘରେ ଗୁଟେ ପିଲା ଗୁଟେର ଦରକାର ଯେନ୍ତା ହେଲେ ବି ଅଛେ । ଆଗକେ ଯାଇକରି ସେ ହିଁ ବଂଶକେ ଆଗକେ ବଢାବା । ଏନ୍ତା କଥା ଭାବିକରି ଏକା ହିଁ ସେମାନେ ପିଲା ଗୁଟେ ଜନମ୍ ନାଇଁ…

ବିବିସି ସମ୍ମାନ୍ ୨୦୨୧

ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦକଁର ନାଁ ଫେର୍ ଚର୍ଚ୍ଚାନେ । ଇଥର କେନସି ପଦକ୍ ପାଏବାର ଲାଗି ନୁହେଁ ବରଂ ସମ୍ମାନିତ୍ କରାଯିବା ଦୂତିକୁଁ । ବିବିସି ଇଣ୍ଡିଆନ୍ ସ୍ପୋର୍ଟ୍ସ ୱିମେନ୍ ଅଫ୍ ଦ୍ ଇୟର ସମ୍ମାନ୍ ଲାଗି ଦୂତିକଁର ନାଁ ବଛାଯାଇଛେ । ୫ ଜନ୍ ମହିଲା ଖେଲାଲିକଁର ନାଁ ଇଥରେ ଥିବାର ବେଲକେ…

ଉତ୍ତରାଖଣ୍ଡନେ ଫାଟ୍‌ଲା ଗ୍ଲେସିୟର୍

ଉତ୍ତରାଖଣ୍ଡର୍ ଚମୋଲି ଜିଲ୍ଲାନେ ଜୋଶୀ ମଠର୍ ୩୦ କିଲୋମିଟର୍ ଆଗକେ ଗୁଟେ ଗ୍ଲେସିୟର ଫାଟି ଯାଇଛେ । ସେନେ ଧଉଲିଗଙ୍ଗା ଠାନେ ଚାଲିଥିବାର୍ ବହୁତ୍ ଋଷିଗଙ୍ଗା ପାୱାର୍ ପ୍ରୋଜେକ୍ଟ୍ ଆର୍ ଆଖେ ପାଖେ ଚାଲିଥିବାର୍ ବହୁତ୍‌ଟେ ପ୍ରୋଜେକ୍ଟ୍‌ର ବହୁତ୍ କ୍ଷତି ହେଇଛେ । ବିଷ୍ଣୁଗଙ୍ଗା ପ୍ରୟାଗ୍‌ରେ…