Browsing Category

ଦେଶ୍‌-ବିଦେଶ୍‌

୪୦ ବଛରନୁ କମ୍ ଯୁଆନ୍ ବ୍ୟବସାୟୀଙ୍କର ତାଲିକା

ପରିଶ୍ରମର ଫଲ ସବୁବେଲେ ମିଠା ହେଇଥିସି । ଆର ମାଁ ବୁଆଙ୍କର ପଏସା ନାଇଁ ହେଇକରି ନିଜର ଗୁଡେ ନିଜେ ଆଗକେ ବଢଲେ ସେ ଜିନିଷଟା ଆହୁରି ଖୁସି ଦେଇଥିସି । ସବୁ ସଫଲ ଲୋକ ବାପାର ପଏସାନେ ଆଗକେ ନାଇଁ ବଢି । କିଛି ଝନ ନିଜର ଚେରେଷ୍ଟା ଆର ପରିଶ୍ରମ ବଲନେ ନିଜର ଦୁଶରା ପରିଚୟ କରିପାରିଛନ୍ । ହେନ୍ତା…

ବର୍ଷାନେ ବେହେଲା ଆନ୍ଧ୍ର ଆର ତେଲେଙ୍ଗାନା

ଆନ୍ଧ୍ର ଆର ତେଲେଙ୍ଗାନାନେ ଲାଗିରହିଛେ ଜବର ବର୍ଷା । ଲଗାତାର ବର୍ଷା ଲାଗି ବେହାଲ ସାଧାରଣ ଜୀବନ୍ । ବର୍ଷା ଲାଗି ରହିଥିବାରନୁ ବଏଢ ଲେଖେଁ ହାଲତ ବନିଛେ ଇ ଦୁହି ରାଜ୍ୟର ଖୋବଟେ ଇଳାକାନେ । ସେଆଡେ ପାଏନ୍ ଭରିହେଇ କରି ରହେବାରନୁ ଯିବାର ଆଏବାରନେ ସମସ୍ୟା ଦେଖାଦେଇଛେ । ବର୍ଷା ଲାଗି ଖୋବଟେ…

କାନ୍ଦିଲେ କିମ୍‌-ଜଙ୍ଗ-ଉନ୍‌ !

ପହେଲା ଥର ଲାଗି ଦେଶବାସୀଙ୍କୁ କ୍ଷମା ମାଗଲେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌-ଜଙ୍ଗ୍‌-ଉନ୍ । ଶାସକ ଦଲର ୭୫ ତମ ପ୍ରତିଷ୍ଠା ଦିବସ ଅବସରନେ ଗୁଟେ ସାମରିକ ସମାବେଶନେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ କିମ୍ । ଇ ସମିୟାନେ ଭାଷଣ ଦେଲା ବେଲେ ଭାବୁକ ହେଇଯାଇଥିଲେ କିମ୍‌, ଆର ନିଜର ସରକାରର…

ଅଭିଯୁକ୍ତ ନାବାଲକ ଗିରଫ

ଗଲା କିଛି ଦିନ ତଲେ ଭାରତୀୟ କ୍ରିକେଟ ଦଲର ପହେଲାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଟୁକେଲକେ ଦୁଷ୍କର୍ମ ଧମକ ଆସିଥିଲା । ସୋସିଆଲ ମିଡିଆନେ ଧୋନୀଙ୍କର ଟୁକେଲ ଜିଭାଙ୍କୁ ଦୁଷ୍କର୍ମ କରାଯିବାର ଧମକି ମିଲିଥିବାର ଝନାପଡିଥିଲା । ଘଟଣାନେ ଗୁଜୁରାଟନୁ ଝନେ ୧୬ ବଛରର ନାବାଲକକେ ଗିରଫ କରିଛେ…

ଦୁଇ ଆତଙ୍କବାଦୀଙ୍କର ମରନ୍‌

ଜମ୍ମୁ- କଶ୍ମୀର ଶ୍ରୀନଗର ରାମବାଗ ଇଲାକାନେ ସୁରକ୍ଷା କର୍ମୀ ଆର ଆତଙ୍କବାଦୀଙ୍କର ଭିତରେ ଗୁଳି ବିନିମୟ । ଘଟନାନେ ଦୁଇ ଝନ୍ ଆତଙ୍କବାଦୀଙ୍କର ମରନ୍ ହେଇଥିବାର ନେଇ ଝନାପଡିଛେ । ସୂଚନା ହିସାବେ ରାମବାଗ ଇଲାଖାନେ ଦୁଇ ଝନ୍ ଆତଙ୍କବାଦୀ ଲୁକିଥିବାର କବର ମିଲଲା ବାଦ ପୁଲିସ ଆର ସିଆରପିଏଫ ଯବାନ…

ମାୟାନଗରୀନେ ବିଜଲି ସେବା ଠପ୍‌

ମୁମ୍ବାଇନେ ବିଜଲି ସେବା ଠପ୍ । ଗ୍ରୀଡ ଫେଲ ମାରବାରନୁ ମୁମ୍ବାଇର ଖୋବଟେ ଇଲାକାନେ ବିଜିଲି ସେବା ବନ୍ଦ ହେଇଯାଇଛେ । ଅଚାନକ୍ ବିଜଲି ସରବରାହ ବନ୍ଦ ହେଇଯିବାରନୁ ସାଧାରଣ ଜୀବନ ଯାତ୍ରା ଉପରେ ଇତାର ଅସର ପଡିଥିବାର ଦେଖବାକେ ମିଲିଛେ । ଟ୍ରାଫିକ୍ ବେବସ୍ଥାନୁ ନେଇ କରି ଲୋକାଲ ଟ୍ରେନ୍‌, ମେଟ୍ରୋ…

ଧୋନୀଙ୍କର ଟୁକେଲକେ ଦୁଷ୍କର୍ମ ଧମକ୍‌

ଭାରତୀୟ କ୍ରିକେଟ ଦଲର ପହେଲାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଝିଅ ଜିଭାକେ ଦୁଷ୍କର୍ମ ଧମକି ଦିଆଯାଇଛେ । ସୋସିଆଲ ମିଡିଆ ଜରିଆନେ ମହେନ୍ଦ୍ର ସିଂ ଆର ତାଙ୍କର ସ୍ତ୍ରୀ ସାକ୍ଷୀଙ୍କୁ ଧମକି ମିଲିଥିବାର ଝନାପଡିଛେ । ଭାରତୀୟ କ୍ରିକେଟନୁ ଧୋନୀ ସନ୍ୟାସ ନେଇଥିଲେ ଭିଲ ଆଇପିଏଲ ଖେଲୁଥିବାର…

ଆଗକେ ବଢବା ସଂକ୍ରମଣ !

ଆଗକେ ଶୀତ ଦିନ୍ ଆସୁଛେ ଆର ଇତାର ସାଙ୍ଗେ ସଂକ୍ରମଣ ବଢବାର ଭିଲ ଡର ରହିଛେ । ଥଣ୍ଡା ବଢବାର ସାଙ୍ଗେ ସଂକ୍ରମଣ ବଢବାର ନେଇକିନା ମତ ଦେଇଛନ୍ ବିଶେଷଜ୍ଞ । ଆଉ ଇଥିର ଲାଗି ଆଗତୁରା ପ୍ରସ୍ତୁତ ରହେବାର ଲାଗି କହିଛନ୍ ବିଶେଷଜ୍ଞ । ଗୁଟେ ବିଶେଷଜ୍ଞ ଟିମ୍‌ର କହେବାର ହିସାବେ ରାଜଧାନୀ ଦିଲ୍ଲୀନେ…

ଜୁଲାଇନେ କରୋନା ଟିକା !

କରୋନା ମହାମାରୀ ପୁରା ବିଶ୍ୱନେ କବଜା କରିଛେ । ଇ ସମିୟାନେ ସବୁ ରାଷ୍ଟ୍ରର ବୈଜ୍ଞାନିକ ମାନେ ଟିକା ବାହାର କରବାର କାମେ ଲାଗିଥିବାର ବେଲେ ସଭିଙ୍କର ନଜର କରୋନା ଟିକା ଉପରେ ରହିଛେ । ସେଆଡେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଡୁ ଇ ବଛର ଶେଷ ତକ୍ ଟିକା ଆସିଯିବାର ନେଇକିନା କହେଲା ବାଦ୍ ଚର୍ଚ୍ଚା…

୮୮ତମ ଭାରତୀୟ ବାୟୁସେନା ଦିବସ୍‌

ଭାରତୀୟ ବାୟୁସେନା ପାଲୁଛେ ୮୮ତମ ପ୍ରତିଷ୍ଠା ଦିବସ । ଇ ଅବସରଥି ଗାଜିଆବାଦର ହିଣ୍ଡନ ଏୟାରବେସନେ ଗୁଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛେ । କାର୍ଯ୍ୟକ୍ରମଥି ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୋରିଆ ଦେଶକବାସୀଙ୍କୁ ସମ୍ବୋଧନ କରିଥିବାର ବେଲେ ଦୁଶରା ବାୟୁସେନା ଅଧିକାରୀ ମାନେ ଭିଲ ଉପସ୍ଥିତ…