Browsing Category

କଲା ଆର ସଂସ୍କୃତି

ଭଟଲିର୍ ଫଗୁନ୍ ମେଲା

ଓଡିଶାର୍ ଦୁଇ ନଂ ଜାଗା ଯେନଟା ପୁରୀ ଉତାରୁ ରଥ ଯାତ୍ରା ଲାଗି ପ୍ରସିଦ୍ଧ୍ ଆଏ ସେଟା ହେଉଛେ ପଶ୍ଚିମ୍‌ଓଡିଶା ବରଗଡ ଜିଲ୍ଲାର୍ ଭଟଲି ଗାଁ । ତାର୍ ସାଙ୍ଗେ ଭଟଲି ଗାଁ ଫଗୁନ୍ ମେଲା ଲାଗି ବି ପ୍ରସିଦ୍ଧି ଲାଭ କରିପାରିଛେ । ସେନ ରହିଥିବାର୍ ଶ୍ୟାମ୍‌ବିହାରୀ ମନ୍ଦିର୍‌ନେ ସବୁ ବଛର୍ ଫଗୁନ୍ ପୁନି…

ସମ୍ବଲପୁରୀ ଶାଢୀନେ ଭାରତ ମାନଚିତ୍ର

ସମ୍ବଲପୁରୀ ବାନ୍ଧ ଶାଢୀ । ଆଦର ତାର ସବୁଆଡେ । କାରନ୍ ସେ ଶାଢୀନେ ଯେନ୍‌୍ ସୁନ୍ଦର କାମ୍ ହେଇଥିସି ତାକେ ଦେଖଲେ ଆଏଁଖ୍ ଝଲସି ଯାଏସି । ତ ହେଥିରଲାଗି ବନେ ପରିଶ୍ରମ୍ କରିଥିସି ବୁନାକାରଟେ । ଆର ସମିଆଁ ସମିଆଁନେ ବୁନାକାର ମାନେ ନୂଆ ନୂଆ ଡିଜାଇନନେ ବି ଶାଢୀ ମାନେ ବୁନିଥିସନ୍ । କେତେବେଲେ…

ଡାଲଖାଇ ସୁପରଷ୍ଟାର ଗୁରୁବାରୀ

ଡାଲଖାଇ, ରସରକେଲି, ମାଏଲାଜଡ, ଚୁଟକୁଚୁଟା ଲେଖେଁ ଲୋକଗୀତ୍‌ଥି ଯେତେବେଲେ ବଜାପାର୍ ବାଜସି ସେତକି ବେଲକେ ନାଇଁ ନାଚଲା ଲୋକ ଭିଲ୍ ନାଚି ପକାସି । ଆଏଜ୍ କାଲି ତ ଭିନ୍ ଭିନ୍ ମହୋତ୍ସବ ହଉ କି କେନସି କାର୍ଯ୍ୟକ୍ରମ୍ ମାନକୁଁ ଟୁକେଲ ମାନେ ପାରମ୍ପରିକ୍ ବେଶଭୂଷାଥି ସମ୍ବଲପୁରୀ ଲୋକଗୀତ୍‌ଥି…

ଭକତ୍‌କୁଁ ହୁମା ମନ୍ଦିର୍ ମନା

ଇ ବଛର ନାଇଁ ହୁଏ ହୁମା ମେଲା । ଅଷ୍ଟଶମ୍ଭୁକଁର ମନ୍ଦିର ଭିତରେ ଥିବାର ସମ୍ବଲପୁର ହୁମାର ବକ୍ର ମନ୍ଦିରନେ ଫି ବଛର ଶିବରାତ୍ରୀନୁ ହୁମା ମେଲା ହେଇଥିସି । ଯେନଟା ୭ ଦିନ୍ ଧରିକରି ଧୁମ୍‌ଧାମ୍‌ନେ ହେଇଥିସି । ଆଶର ପାଶର ଜାଗାନୁ କେତନି ସଂଖ୍ୟାନେ ଭକତ୍ ଇଠାନେ ଠୋଲ୍ ହେଇଥିସନ୍ । ଭଜନ୍‌,…

ବୌଦ୍ଧନୁ ଯିବା ରଥକାଠ୍‌

ଚାର ନମ୍ବର ଥର୍ ଲାଗି ବୌଦ୍ଧନୁ ରଥକାଠ ଯିବା । ମହାପ୍ରଭୁ ଜଗନ୍ନାଥକଁର ରଥଯାତରା ଲାଗି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ୍ ଜଙ୍ଗଲନୁ ରଥକାଠ ଅନୁକୂଳ କରାଯାଇଛେ । ଇଥିର ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜନିଆ ଟିମ୍‌କଁର ଦେଖରେଖ ଭିତରେ ସବୁ କାମ୍ କରାଯାଇଛେ । ଶ୍ରୀମନ୍ଦିର…

ଗୌରବମୟ ଇତିହାସର ମୁକସାକ୍ଷୀ:ଘୋଡାର ଗାଁ

ଟିଟିଲାଗଡ ସହରୁ ଖାଲି ୮ରୁ ୧୦ କିମି ଦୂରେ ଅଛେ ଘୋଡାର ଗାଁ । ଗାଁଟା ଯାକ ଐତିହାସିକ୍ କୀର୍ତ୍ତିରାଜିରେ ଭରି ରହିଛେ । ଗାଁଟା ଐତିହାସିକ୍ ଗାଁ ହିସାବେ ବନେ ଜନାଶୁନା । ଗାଁନେ ରହିଛେ ବହୁତଟେ ଐତିହାସିକ୍ ଯୁଗର କୀର୍ତ୍ତିରାଜି, କେନେ ଅଜତନ୍ ହେଇ ମନ୍ଦିର୍ ପଡି ରହିଛେ ତ କେନେ ମନ୍ଦିର…

ସୁନ୍ଦର ହେବା ସମଲେଇ ମନ୍ଦିର

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ । ଷୋଡଶ ଶତାବ୍ଦୀନେ ତିଆର ହେଇଥିବାର ସମଲେଇ ମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ ଗୁଟେ ନୂଆଁ ଯୋଜନା । ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚାନେ ପ୍ରସ୍ତୁତ କରାଯାଇଛେ ସମଲେଇ ଯୋଜନା । ପୁରୀ ଶ୍ରୀମନ୍ଦିର ଆରୁ ଲିଙ୍ଗରାଜ ମନ୍ଦିରର…

ବୌଦ୍ଧର ସୁନାର ଇତିହାସ୍‌

ଗଡଜାତ୍ ହିସାବେ ଜନା ବୌଦ୍ଧ କଳା, ସଂସ୍କୃତି, ଐତିହ୍ୟନେ ଭରପୁର ରହିଛେ । ହଜାର ହଜାର ବଛର ପୁରନା ଇ ସହରନେ କେତନି ପ୍ରତାପି ରାଜା ଶାସନ କରିଯାଇଛନ୍ । ଆର ସେମାନକଁର ସୁନ୍ଦର କାମ୍ ମାନେ ଇହାଦେ ଭିଲ୍ ସେ ମହାନ୍ ଇତିହାସର ସ୍ମୃତି ଧରିକରି ରହିଛେ । ବୌଦ୍ଧନେ ରହିଛେ ବହୁତ୍ ପୁରନା ମନ୍ଦିର,…

ପାତାଳି ମହୋତ୍ସବ ଉଦ୍‌ଘାଟିତ୍

ସୁବର୍ଣ୍ଣପୁର ଉଲୁଣ୍ଡାନେ ଥିବାର ପାତାଳି ଶ୍ରୀକ୍ଷେତ୍ରନେ ଷୋଡଶ ପାତାଳି ମହୋତ୍ସବ ଉଦ୍‌ଘାଟିତ୍ ହେଇଯାଇଛେ । ଉଦଘାଟନି ମହୋତ୍ସବନେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖିଆ କୁନୁଆଁ ହେଇକରି ଆସିଥିବାର ବେଲକେ ଦୁଶରା ମଏନାତାଗୁନତା କୁନିଆଁ ଭିଲ୍ ସାମିଲ୍ ହେଇଥିଲେ । ଛଲିଆ ପାହାଡ…

ସୂତା ଦାମ୍ ବଢିଗଲା ଉତାରୁ ଚିନ୍ତା ନେ ସମ୍ବଲପୁରୀ ବୁଣାକାର୍

କେନ୍ଦ୍ର ବଜେଟ୍ ୨୦୨୧ ନେ ସୂତା ର ଦାମ୍ ଉପରେ ଟିକସ୍ ଲାଗ୍‌ବାର୍ ନୁ ଇହାଦେ ମୁଡେ ହାତ୍ ଦେଇଛନ୍ ବୂଣାକାର୍ । କଟନ୍ ର ଦାମ୍ ବଢି ଯିବାର୍ ନୁ ସୂତା ର୍ ଦାମ୍ ଭିଲ୍ ବଢିଯିବା ଯେନଥିର୍ ଲାଗି ଗୁଟେ ବୁଣାକାର୍ କେ ଯେତ୍‌କି ଲାଭ୍ ମିଲୁଥିଲା ସେତ୍‌କି ଭିଲ୍ ନାଇ ମିଲେ । ସେଥିର୍ ଲାଗି ବଲିକରି…