Browsing Category

କଲା ଆର ସଂସ୍କୃତି

କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍‌ ଧାନ ବସ୍ତା

ସବୁଆଡେ ଇହାଦେ ଚାଷୀ ମାନକଁର୍‌ ଆନ୍ଦୋଲନ ଜୋର୍‌ ଧରିଥିବାର୍‌ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍‌ ଦୁଃଖ୍‌ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍‌ ଚାଷୀ ମାନକଁର୍‌ ଇହାଦେ ନିଦ୍‌ ହଜି ଯାଇଛେ । ଇଆଡେ ନା ମିଲର୍‌ ଆସୁଛନ୍‌ ନା ପ୍ରଶାସନ ଶୁନୁଛନ୍‌ । ଖୁଲା ନେ ପଡିଛେ ବସ୍ତା ବସ୍ତା…

ମଗ୍‌ଶୀର୍ ଗୁରୁବାର୍ ଆର୍ ସମାଜ୍ ସଂସ୍କାର୍ 

ଧନ୍‌..ସମ୍ପତ୍ତି..ସଂବୃଦ୍ଧି.. ଆର୍ ବିକାଶ୍‌ର ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀକୁଁ ଧନୀନୁ ଗରୀବ୍‌, ଛୁଆନୁ ବୁଢ଼ା, ରଜାନୁ ପରଜା ସନ୍ତୁଷ୍ଟ୍ କରବାର୍‌ଲାଗି କିଏ ନାଇଁ ଚାହିଁ ! ସବୁଦିନେ ସବୁଆଡେ ମାଁ ଲକ୍ଷ୍ମୀକଁର୍ ଆଦର୍ । ବରଷ୍ ସାରା ଏନ୍ତା ଗୁଟେ ଦିନ୍ ନାଇଁ ଯେନ୍‌ଦିନେ ତାଁକର୍ ପୂଜା…

ଖୁଲବା ସମ୍ବଲପୁରର ସମଲେଇ ମନ୍ଦିର

ପୁରୀ ଜଗନ୍ନାଥ ମନ୍ଦିର ଖୁଲବାର ଅନୁମତି ମିଲଲା ବାଦ୍ ଇହାଦେ ସମ୍ବଲପୁରର ସମଲେଇ ମନ୍ଦିର ଖୁଲବାର ନେଇକରି ଭିଲ୍ କଥା ଚାଲିଛେ । ମନ୍ଦିର ଖୁଲବାର ନେଇକରି ଟ୍ରଷ୍ଟ ବୋର୍ଡ ଆଡୁ ଗୁଟେ ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ଇ ବୈଠକନେ ବହୁତ୍ ଜଲଦି ଭକତ୍‌କଁର ଲାଗି ମନ୍ଦିର ଖୁଲାଯିବା ବଲିକରି…

ଖୁଲିପାରେ ଧର୍ମାନୁଷ୍ଠାନ୍‌

କରୋନା ଲାଗି ସବୁ ଧର୍ମାନୁଷ୍ଠାନ ବନ୍ଦ୍‌ ରହିଥିବାର୍‌ ବେଲେ ବହୁତ୍‌ ଜଲ୍‌ଦି ସବୁ ଧାର୍ମିକ୍‌ ସ୍ଥଲୀ ମାନେ ଖୁଲାଯିବା ବଲିକରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ୱିଟ୍‌ କରିଛନ୍‌ । କୋଭିଡ ସମିୟା ନେ ଧର୍ମାନୁଷ୍ଠାନ୍‌ ମାନେ ଖୁଲବାର୍‌ କେ ନେଇକରି ସବୁ ଜିଲ୍ଲା ର ଜିଲ୍ଲାପାଲ ମନକୁଁ…

ଗନ୍ଧରେଲ୍‌ ଡେମ୍‌ ହେବା ପର୍ଯ୍ୟଟନ ସ୍ଥଳୀ

ବଲାଙ୍ଗୀରନେ ବହୁତ୍‌ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ଜାଗାମାନେ ରହିଥିବାର୍‌ ବେଲେ ସେନର୍‌ ଗନ୍ଧରେଲ୍‌ ଡେମ୍‌କେ ପର୍ଯ୍ୟଟନ ସ୍ଥଳୀ ରୂପେ ତିଆରି କରାଯିବା । ବଲାଙ୍ଗୀର୍‌ ର ସଦେଇପାଲି ପଂଚାୟତ୍‌ ଗନ୍ଧରେଲ୍‌ ଡେମ୍‌କେ ନୂଆ ପର୍ଯ୍ୟଟନ ସ୍ଥଳୀ କରବାର୍‌ ଲାଗି ସେନର୍‌ ବିଧାୟକ୍‌ ନରସିଂହ ମିଶ୍ର ସେ…

ସୋନପୁରନେ କରୋନା ଶେଷ୍

ସୋନପୁର୍‌ ଜିଲ୍ଲା ଇହାଦେ ପୁରାପୁରି ହିସାବେ କରୋନା ମୁକ୍ତ ଜିଲ୍ଲା ହେଇଛେ । ଯେନ ଜନେ ହେଲେ ବି କରୋନା ପଜିଟିଭ୍‌ ଚିନ୍ନଟ୍‌ ନାଇ ହେଇ । ସୋନପୁର୍‌ ଜିଲ୍ଲା ନେ ଟୋଟାଲ୍‌ ୪୬୭୬ ଜନ କରୋନା ସଂକ୍ରମିତ୍‌ ହେଇଥିଲେ ଆର୍‌ ୨୧ ଜନ ମରିଥିବାର୍‌ ଆଗରୁ ଖବର୍‌ ଆସିଥିଲା । ହେଲେ ଇହାଦେ ବାକି…

ହୀରାକୁଦ ଇକୋ ରିଟ୍ରିଟ୍ : କେନ୍ତା କରି ଯିବେ, କାଣା ରହିଛେ ସୁବିଧା

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ର ଇତିହାସରେ ଯୁଡି ହେଲା ଗୁଟେ ନୂଆ ଫରଦ୍ । ହୀରାକୁଦନେ ଇହାଦେ ଚାଲିଛେ ଇକୋ ରିଟ୍ରିଟ୍ । କରୋନା ବେଲକେ ସବୁ ବନ୍ଦ୍ ଥିଲା । ସମକଁର୍ ରୋଜଗାର୍ ଉପରେ ଗୁଟେ କିସମେ କରୋନା ମାଡ ପଡିଥିଲା । ହେଲେ ଇହାଦେ ଧୀରେ ଧୀରେ ସବୁ ଯେନ୍ତା ଆଘୋନୁ ଚାଲିଥିଲା , ଫେର୍ ହେନ୍ତା…

ହରିଶଙ୍କର ମନ୍ଦିର ଖୁଲବାର ଲାଗି ଦାବି

କରୋନା ଲାଗି ରାଜ୍ୟର କେତନି ମନ୍ଦିର, ପର୍ଯ୍ୟଟନ୍ ଜାଗା ମାନେ ବନ୍ଦ ରହିଛେ । ଧୀରେ ଧୀରେ ସବୁକିଛି ପହେଲା ଲେଖେଁ କରାଯାଉଥିବାର ବେଲକେ ଗହଲି ହେବାର ଜାଗା ମାନକେ ଇହାଦେ ଭିଲ୍ ବାରଣ କରାଯାଉଛେ । ସେଆଡେ ପୁରୀ ଜଗନ୍ନାଥ ମନ୍ଦିର ଭିଲ୍ ଗଲା ୯ ମାସ୍ ଧରିକରି ବନ୍ଦ ରହିଥିବାର ବେଲକେ ଇହାଦେ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା ଇଥର ବନ୍ଦ୍‌

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ…

ପ୍ରଦୁଷଣ୍‌ ଭିତ୍‌ରେ ଝାରସୁଗୁଡା ଜିଲ୍ଲା

ଝାରସୁଗୁଡା ଜିଲ୍ଲା ନେ ବହୁତ୍‌ ବହୁତ୍‌ କାରଖାନା ମାନେ ତିଆରି କରାଯାଉଥିବାର୍‌ ନୁ ସେନର୍‌ ପରିବେଷ ଉପରେ ଇହାଦେ କାହାରିର୍‌ ଆଖି ନାଇ ଯିବାର୍‌ । ଶିଲ୍ପ ନା ଥି ଜଙ୍ଗଲ୍‌ କେ କାଟି ଦିଆଯାଉଛେ । ସବୁନୁ କମ୍‌ ଜଙ୍ଗଲ୍‌ ରହିଥିବାର୍‌ ଜିଲ୍ଲା ହିସାବେ ଝାରସୁଗୁଡା ଜିଲ୍ଲା ର ନା ଆସୁଛେ ।…