Browsing Category

ଶିକ୍ଷା

କାଲିନୁୁ ଖୁଲ୍‌ବା ଅଙ୍ଗନବାଡି

କରୋନା ମହାମାରୀ ଉତାରୁ ଇହାଦେ ରାଏଜ୍‌ନେ ସବୁ ସ୍କୁଲ୍ , କଲେଜ୍ ଖୁଲିଥିବାର୍ ବେଲ୍‌କେ ରାଜ୍ୟ ସରକାର୍‌କଁର୍ ଆଡୁ ଅଙ୍ଗନ୍‌ବାଡି ଖୁଲ୍‌ବାର୍ କେ ନେଇକରି ନିର୍ଦ୍ଦେଶ ଜାରି ହେଇଛେ । ରାଜ୍ୟ ସରକାର୍‌କଁର୍ ନିର୍ଦ୍ଦେଶ୍ ହିସାବେ ସବୁ ଜିଲ୍ଲା ର୍ ଜିଲ୍ଲାପାଲ ଆର୍ ମୁନସିପାଲିଟି କମିଶନର୍…

ଉନ୍ମୋଚନ୍ ହେଲା ‘ପରୀକ୍ଷା ଦର୍ପଣ’

ମାଟ୍ରିକ୍ ଛାତ୍ରଛାତ୍ରୀକଁର ପରୀକ୍ଷାନେ ସାହାଯ୍ୟ କରବା ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’ । ପରୀକ୍ଷା ଦର୍ପଣ ଟେଷ୍ଟ ପେପର୍ ଉନ୍ମୋଚନ୍ କରିଛନ୍ ସ୍କୁଲ ଆରୁ କଲେଜ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲ୍ ଲାଗି ସ୍କୁଲ ବନ୍ଦ ରହିଥିଲା । ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମନେ ଯାହା…

ପ୍ରଫେସର ସଞ୍ଜିବ ମିତ୍ତଲ ନୂଆଁ କୁଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆଁ କୁଳପତି ଭାବେ ଯୋଗ ଦେଲେ ପ୍ରଫେସର ସଂଜୀବ ମିତ୍ତଲ । ଜିଏମୟୁ କୁଳପତି ପ୍ରଫେସର ଏନ ନାଗାରାଜୁକଁରଠାନୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ । ପୁରନା ଛାତ୍ର ସଂଗଠନକେ ସୁଦୃଢ କରବାର ସାଙ୍ଗେ ବଡ ଶିଳ୍ପ ସଂସ୍ଥାନ ସାଙ୍ଗେ ସୁସମ୍ପର୍କ, ଗବେଷଣା ବୃଦ୍ଧି,…

‘ଆମର ଝି’

ଗଲା କିଛି ଦିନ୍ ହେଲା ଟୁକେଲ୍ ପାୱାରକେ ନେଇକରି ଜୋରଦାର ଚର୍ଚ୍ଚା ହେଉଛେ । ଭିନ୍ ଭିନ୍ କ୍ଷେତ୍ରନେ ଟୁକେଲକଁର କୀର୍ତ୍ତି ଦେଖୁଛନ୍ ଦୁନିଆଁର ସବୁ ଲୋକ୍ । କେନ୍‌ଠାନେ ମହିଲାମାନେ ମିଶିକରି ଏକଲା ଆକାଶ ଉପରେ ସବୁନୁ ଲମ୍ବା ରାସ୍ତାର ଯାତ୍ରା କରୁଛନ୍ ଫେର୍ କେନ୍‌ଠାନେ ଦିନେକର ଲାଗି ଟୁକେଲ…

ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ଆରମ୍ଭ ହେଲା ଫର୍ମଫିଲପ୍

jରାଏଜନେ ଥିବାର୍ ୨୫୦ଟା ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ ଯେନଥି ୬ କ୍ଲାସ୍ ର ନାଁ ଲେଖା ଲାଗି ସୂଚନା ଦିଆଯାଇଛେ । ନାଁ ଲେଖା ଲାଗି ଆବେଦନ୍ କର୍‌ବାର୍ ଶେଷ୍ ତାରିଖ୍ ଫେବୃଆରୀ ୨୦ ତାରିଖ୍ ଥିବାର୍ ବେଲ୍‌କେ ଆଏବାର୍ ମାର୍ଚ୍ଚ ୮ ତାରିଖ୍ ଦିନେ ପ୍ରବେଶିକା ପରୀକ୍ଷା…

ନିଜର ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଇ ବରଷ୍ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ଦେବେ ପରୀକ୍ଷା । ଇଟା ନେଇକରି ମାଧ୍ୟମିକ ଶିକ୍ଷା ବୋର୍ଡ ଆଡୁ ଏନ୍ତା ସୂଚନା ଦିଆଯାଇଛେ । ସୂଚନା ହିସାବେ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ପରୀକ୍ଷା ଦେଲେ ଭିଲ୍ ସେ ସ୍କୁଲର ଶିକ୍ଷକ ନୀରିକ୍ଷକ୍ ନାଇଁ ହେଇପାରନ୍ । ଦୁଶରା…

ଛାତ୍ରଛାତ୍ରୀ ଲାଗି ‘ପରୀକ୍ଷା ଦର୍ପନ୍‌’

ମାଟ୍ରିକ୍ ପରୀକ୍ଷାର୍ଥୀକୁଁ ମାହାଲିଆନେ ଟେଷ୍ଟପେପର ଦେବେ ରାଜ୍ୟ ସରକାର । ୬ ଲାଖ୍ ୨୦ ହଜାର ୫୦୮ ମାଟ୍ରିକ ପରୀକ୍ଷାର୍ଥୀକୁଁ ଟେଷ୍ଟପେପର୍ ଦେବେ ସରକାର । ଇନେଇ କରି ସୂଚନା ଦେଇଛନ୍ ସ୍‌କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲନେ ସ୍କୁଲ ସବୁ ବନ୍ଦ ରହିଥିବାରନୁ…

ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହେଲେ ପ୍ରଫେସର୍ ସଂଜୀବ ମିତ୍ତଲ

ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ୍ ର କୁଳପତି ପଦ୍ ବହୁତ୍ ଦିନୁ ଖାଲି ରହିଥିବାର୍ କେ ନେଇକରି ବହୁତ୍ ଦିନୁ ଚର୍ଚ୍ଚା ଲାଗିରହିଥିବାର୍ ବେଲ୍‌କେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହିସାବେ ପ୍ରଫେସର୍ ସଂଜୀବ୍ ମିତ୍ତଲ କୁଁ ନିଯୁକ୍ତି କରାଯାଇଛେ । ରାଜ୍ୟପାଳ ଗଣେଶି ଲାଲ୍ ତାହାକୁଁ ନୂଆ…

ଛାଡ୍ ହେବା ଘରୋଇ ସ୍କୁଲ୍ ଫି

କରୋନା ସମିଆ ନେ ସବୁ ସରକାରୀ ଆର୍ ଘରୋଇ ସ୍କୁଲ୍ ବନ୍ଦ ରହିଥିବାର୍ ନୁ ସ୍କୁଲ୍ ଫି ଛାଡ୍ କେ ନେଇକରି ବିବାଦ୍ ଚାଲିଥିଲା । ସେନେଇକରି ରାଜ୍ୟ ସରକାର୍ କିଛି ଶତ୍‌କଡା ସ୍କୁଲ୍ ମାନକଁର୍ ଫି ସବୁ ଛାଡ କରାଯିବା ବଲିକରି ନିଷ୍ପତି ନେଇଛନ୍ । ଗଣଶିକ୍ଷା ବିଭାଗ୍ ର ରିପୋର୍ଟ ଅନୁସାରେ ୭ଟା…

‘ମୋ ସ୍କୁଲ୍‌’ ଅଧୀନ୍‌ନେ ଶହେ ସ୍କୁଲ ହେବା ମଡେଲ୍‌

ରାଜ୍ୟ ସରକାର ମୋ ସ୍କୁଲ୍ ଅଧୀନ୍‌ନେ ଭିନ୍ ଭିନ୍ କାର୍ଯ୍ୟକ୍ରମ୍ ମାନେ ହାତକେ ନେଇଛନ୍ । ରାଜ୍ୟର ଶିକ୍ଷା ବେବସ୍ଥାର ବିକାଶ ଲାଗି ଏନ୍ତା ନିଷ୍ପତ୍ତି ନେଇଛନ୍ ସରକାର । ୫-ଟି ଅଧୀନ୍‌କେ ଅନାଯିବା ମୋ ସ୍କୁଲ । ଆଏବାର ଗୁଟେ ବରଷ୍ ଭିତରେ ରାଜ୍ୟର ସବୁ ଜିଲ୍ଲାନେ ଶହେଟା ସ୍କୁଲକେ ବଛାଯାଇକରି…