Browsing Category

କେହିଝନେ

ଦେଶ ସୋର କରୁଛେ ଇ ମାଏଟର ଦୁହି ମହାନ୍ ନାରୀକୁଁ

ଭାରତ ଦେଶନେ କେତନିଟେ ମହାପୁରୁଷ ଆରୁ ମହାନ୍ ନାରୀ ଜନମ୍ ହେଇକରି ଇ ମାଏଟ୍‌କେ ଗରବ୍ ଆନିଦେଇଛନ୍ । ଇଂରେଜ ଶାସନ ସମିଆଁନେ ଦେଶକେ ସ୍ୱାଧୀନ୍ କରବାର ଲାଗି କେତେ ମହାନ୍ ମହାନ୍ ଲୋକ୍ ନିଜର ଜୀବନ୍ ବାଜି ଲଗେଇଥିଲେ । ସେମାନକଁର ଭିତରୁ ଜନେ ହେଉଛନ୍ ଝାନ୍ସି ରାନୀ ଲକ୍ଷ୍ମୀବାଇ । ଆଏଜ୍ ହେଉଛେ…

ଆର୍‌ ନାଇନ  ରାଜେନ୍ଦ୍ର ପଣ୍ଡା

ସମ୍ବଲପୁର୍‌ର ରାଜେନ୍ଦ୍ର ପଣ୍ଡା ଯିଏକି ଥିଏଟର୍‌ ଜଗତ୍‌ର ଗୁଟେ ଜନା ସୁନା ଅଭିନେତା ଥିଲେ ଆଏଜ୍‌ ତାକଁର ବି୍‌ୟୋଗ୍‌ ହେଇଯାଇଛେ । ଖାଲି ଥିଏଟର୍‌ ଜଗତ୍‌ ନାଇ ,ସେ ଆମର୍‌ ଓଡିଆ ଫିଲ୍ମ୍‌ ଜଗତ୍‌ ନେ ଭିଲ୍‌ ବହୁତ ଜନା ସୁନା ଚେହେରା ଟେ ଥିଲେ । ସେ ଜନେ କଲାକାର ହେବାର୍‌ ସାଙ୍ଗେ ସାଙ୍ଗେ ଜନେ…

ଓଡିଶାର ଝି ହେଲେ ପହେଲା ମହିଲା ସିଡିଏସ୍‌ ଟପ୍ପର୍‌

ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରିକ୍ଷାନେ ଟପ୍ପ୍‌ର ହେଇଛନ୍‌ ଆଦିତି ପରିଡା । ସେ ଓଡିଶାର୍‌ ପହେଲା ମହିଲା ଯିଏକି ସିଡିଏସ୍‌ ପରୀକ୍ଷାନେ ସାରା ଭାରତ୍‌ନେ ଟପ୍‌ କରିଛନ୍‌ । ତାଙ୍କର୍‌ ଘର୍‌ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍‌ର ନାଧରାନେ । ତାଙ୍କର ବାପା ଭାରତୀୟ ସେନା ବାହିନୀର୍‌…

କମଲା ହାରିସ୍ କିଏ ?

ଆମେରିକାର ପହେଲା ମହିଲା ଉପରାଷ୍ଟ୍ରପତି ହିସାବେ ନିର୍ବାଚିତ୍ ହେଇଛନ୍ କମଲା ହାରିସ୍ । ଆମେରିକାର ଗଲା ୨ ଶତାଦ୍ଦିର ଇତିହାସରେ ଯେନଟା ପୁରା ନୂଆ । ଆମେରିକା ନିର୍ବାଚନ୍, ଯେନ୍ ନିର୍ବାଚନ୍ ଉପରେ ପୁରା ଦୁନିଆର ନଜର ରହିଥିଲା । ସେ ନିର୍ବାଚନ୍ନେ ରାଷ୍ଟ୍ରପତି ହିସାବେ ଜୋ ବାଇଡେନ…

ବେଷ୍ଟ୍‌ ‘ମେକ୍‌ଅପ’ମଡେଲ୍‌ ର ଟାଇଟଲ ଜିତଲେ ସମ୍ବଲପୁର ଟୁକେଲ ମୀମାଂସା

ସମ୍ବଲପୁର ର ମୀମାଂସା ରଥ ଅପେରା ରିକ୍ରିଏସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ନଭେମ୍ବର ୧ ତାରିଖ ଦିନ ଆୟୋଜିତ କରାଯାଇଥିବାର ଇଣ୍ଟରନେସନଲ ଫେସନ ଶୋ'୨୦୨୦ ନେ ବେଷ୍ଟ ମେକ୍‌ଅପ୍‌ ମଡେଲ ର ଟାଇଟଲ ଜିତିକରି ଆମର ରାଏଜ ଆର ଦେଶ ର ଗୌରବ ବଢେଇଛନ । କରୋନା ମହାମାରି ଲାଗି ଇ ପ୍ରତିଯୋଗିତା ର୍ଭଚୁଆଲି…

ବୟସ ଯେନଠାନେ ହାର ମାନିଛେ…

ତାଙ୍କର ଲାଗି ବୟସ ଖାଲି ଗୁଟେ ନମ୍ବର । କାମକେ ପହେଲା ପ୍ରାଥମିକତା ଦେଇଥିସନ ସେ । ସମାଜ ଆର ଲୋକଙ୍କର ସେବାନେ ନିଜକୁ ଲଗେଇଛନ୍ । ୭୦ ବଛରଥି ଭିଲ ସେ ଥକି ନାଇଁ ଯାଇ କି ହାର ନାଇଁ ମାନି । କଟକ ଆଠଗଡ଼ ରଘୁନାଥପୁରର ପଦ୍ମନାଭ ସାମଲ । । ବିଏସଏନଏଲ ଅଫିସର ଝନେ ରିର୍ଟାଡ୍ ଅଫିସର । ପଦ୍ମନାଭ…

ମିଜାଇଲ ମ୍ୟାନ୍‌ଙ୍କର ଜନମ୍ ଦିନ୍‌

୧୫ ଅକ୍ଟୋବର, ଆଝି ପହେଲାର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଜନମ୍ ତିଥି । ଆଝିର ଦିନେ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଲନ କରାଯାଉଛେ । ବିଦ୍ୟାର୍ଥୀଙ୍କୁ ଖୋବଟେ ଭଲ ପାଉଥିଲେ କଲାମ୍ ଆର ତାଙ୍କର ବିକାଶ ଦିଗନେ ଖୋବଟେ କାମ କରିଥିଲେ । ୨୦୧୦ନୁ ଜାତିସଂଘର ଅନୁମୋଦନ ବାଦନୁ ଆଝିର ଦିନକେ…

୪୦ ବଛରନୁ କମ୍ ଯୁଆନ୍ ବ୍ୟବସାୟୀଙ୍କର ତାଲିକା

ପରିଶ୍ରମର ଫଲ ସବୁବେଲେ ମିଠା ହେଇଥିସି । ଆର ମାଁ ବୁଆଙ୍କର ପଏସା ନାଇଁ ହେଇକରି ନିଜର ଗୁଡେ ନିଜେ ଆଗକେ ବଢଲେ ସେ ଜିନିଷଟା ଆହୁରି ଖୁସି ଦେଇଥିସି । ସବୁ ସଫଲ ଲୋକ ବାପାର ପଏସାନେ ଆଗକେ ନାଇଁ ବଢି । କିଛି ଝନ ନିଜର ଚେରେଷ୍ଟା ଆର ପରିଶ୍ରମ ବଲନେ ନିଜର ଦୁଶରା ପରିଚୟ କରିପାରିଛନ୍ । ହେନ୍ତା…

ଗ୍ଲକ୍‌ଙ୍କୁ ନୋବେଲ୍‌ ପୁରସ୍କାର

ଆମେରିକାର ନାଁକରା କବୟିତ୍ରୀ ଲୁଇସ୍ ଗ୍ଲକଙ୍କୁ ଇ ବଛର ସାହିତ୍ୟନେ ସମ୍ମାନଜନକ ନୋବେଲ ପୁରସ୍କାର ଲାଗି ମନୋନୀତ କରାରଯାଇଛେ । ତାଙ୍କର ନିର୍ଭୁଲ କବିତା ଆବୃତି ଲାଗି ତାଙ୍କୁ ନୋବେଲ ପୁରସ୍କାର ଲାଗି ବଛା ଯାଇଛେ । କାଳ୍ପନିକ ଆର ପୌରାଣିକ କଥାବସ୍ତୁ ସାଙ୍ଗେ ଶାସ୍ତ୍ରୀୟ କଥାବସ୍ତୁନୁ ପ୍ରେରଣା…