Browsing Category

କେହିଝନେ

ଭାରତର୍ ସବୁଠାନୁ ବଡ୍ ବୁଦ୍ଧିଜୀବୀ

ଏନ୍ତା କେତେ ଜଣ୍ ବୁଦ୍ଧିଜୀବୀ ବକ୍ତାକଁର୍ ବାବଦନେ ଆପଣ୍ ଶୁନିଛନ୍ ଯାହାଁକର୍ ଭାଷଣ୍ ଶୁନବାର୍ କେ ଷ୍ଟାଡିୟମ୍ ମାନକୁ କିଛି ନିହେଲେ ୪୦/୫୦ ହଜାର୍ ଲୋକ୍ ଭିଡ୍ ଜମଉଥିଲେ । ହଁ, ଭଡାଟିଆ ରାଜନୈତିକ୍ ଶ୍ରୋତା ନାଇଁ । ବକ୍ତାକଁର୍ କହେବାର୍ ତରିକାର୍ ଆକର୍ଷଣ୍‌ରେ, ତାଁକର୍  ଜ୍ଞାନ୍‌ର ଝଲକ୍…

କେନ୍ତା ଥିଲେ ସହିଦ ରେଣ୍ଡୋ ମାଝୀ?

 ଆମର ମାଟିର ପୁଓ, ମାଟିର ଟେକ ସହିଦ ରେଣ୍ଡୋ ମାଝୀ । ଯିଏ କି ଝନେ ବୀର ସଂଗ୍ରାମୀ , ନିଜର ମାଁ ମାଏଟ ଲାଗି ନିଜର ଜୀବନ୍ ଦେଇଥିଲେ । ଭାରତର ସ୍ୱାଧିନତା ସଂଗ୍ରାମ୍ ବଏଲେ ସବୁବେଲେ ବୁଝାଯାଏସି ଯେ ସେ ସମିଆଁର ପଢା ଲିଖା ଲୋକ୍ ମାନେ ଯେତେବେଲକେ ଆନ୍ଦୋଲନ୍ କଲେ, ରାସ୍ତାକେ ଉତରିଲେ, ସେମାନେ…

କରୋନା ମହାମାରୀ ଭିତରେ ସ୍କୁଲ୍‌ କେ ସଜାଲେ ସୁରେଶ

କରୋନା ମହାମାରୀ ସମିୟାନେ ସବୁ ସ୍କୁଲ୍‌ କଲେଜ୍‌ ବନ୍ଦ ହେଇଥିବାର୍‌ ବେଲେ ସୋନପୁର ଜିଲ୍ଲା ଡୁଙ୍ଗରୀପାଲିର୍‌ ଜନେ ଶିକ୍ଷକ ସୁରେଶ ପୂଜାରୀ ତାକଁର୍‌ ପଢଉଥିବାର୍‌ ସମଲେଇଚୁଆ ସରକାରୀ ଉଚ୍ଚ ବିଦ୍ୟାଲୟ କେ ଗୁଟେ ସୁନ୍ଦର୍‌ ବଗିଚାର୍‌ ରୁପ୍‌ ଦେଇଛନ୍‌ । କରୋନା ସମିୟାନେ ସବୁ ଶିକ୍ଷକ୍‌…

୧୫୦୦ ଟଙ୍କା ନେଇକରି ଭାରତ ଆସିଥିଲେ ଗୁଲାଟି

ମହେଶିଆଁ ଦି ହଟ୍ଟି ମାନେ ଏମଡିଏଚ୍ । ଭାରତର ମସଲା ଭିତରେ ବଡ ଆର୍ ଜନାଶୁନା ବ୍ରାଣ୍ଡ । ଏମଡିଏଚ ଗ୍ରୁପର ମାଲିକ୍ ଆର ଏମଡିଏଚ ମସଲା ମାନକଁର୍ ବିଜ୍ଞାପନର ଜନାଶୁନା ଚେହେରା ଧର୍ମପାଲ ଗୁଲାଟି ଆର୍ ନାଇଁନ । ୯୮ ବର୍ଷନେ ତାକଁର ଜୀବନ୍ ଯାଇଛେ । ଦିଲ୍ଲୀର ମାତା ଚନ୍ନନ ଦେବୀ ହସପିଟାଲନେ ତାକଁର୍…

ନାଗାର୍ଜୁନ୍ ବେଶ୍‌ର ରହସ୍ୟମୟ କଥା

୨୫ ବର୍ଷ ଉତାରୁ ବୀର୍ ନାଗାର୍ଜୁନ୍ ବେଶେ ସଜେଇ ହେଇଛନ୍ କାଲିଆ, ବଲିଆ ଆର୍ ତାକଁର୍ ବହେନ୍ ସୁଭଦ୍ରା । ଦେବ୍ ଦୁର୍ଲଭ୍ ଇ ନାଗାର୍ଜୁନ୍ ବେଶ୍‌କେ ଦେଖବାର୍ ଲାଗି ଅଲଗା ବର୍ଷ ମାନକୁଁ ୪ଟା ରଥଯାତରାର ଲୋକ୍ ଭିଡ୍ ହେବାର୍ ଦେଖା ଯାଇଥିସି । ବାକି ଇଥର ଇ କରୋନା ଭିତରେ ଭକ୍ତମାନେ ମହାପୁରୁକୁଁ…

ସହଦେବକଁର ‘ମିଶନ୍ ରଏବାର’

ଇହାଦେ ଚାରିଆଡେ କଲକାରଖାନା ଯେତକି ବନୁଛେ ଫେର ଗାଡି ମଟର ଭିଲ୍ ହେତକି ଚାଲିଛେ । ଆର ହେ ହିସାବେ ଗଉ ଭିଲ୍ ଲୋକ୍ କାଟତେଲ୍ ଯଉଛନ୍ । ପରିବେଶ ଖରାପ୍ ହେବାର ସାଙ୍ଗେ ଜଙ୍ଗଲ ଭିଲ୍ ନଷ୍ଟ୍ ହେବାରନେ ଲାଗିଛେ । ଏନ୍ତା ସମିଆଁଥି ଯେନଠାନେ ଲୋକ୍ ଇତାକେ ଅନଦେଖା କରୁଛନ୍ ଆରୁ କିଛି ସଙ୍ଗଠନ୍ ଅଛନ୍…

ଦୁନିଆଁ ଭରର ଶହେଟା ପ୍ରତିଭାଶାଲୀ ମହିଲା

ଆଜିର୍ ମହିଲା ପୁରଷକଁରନୁ କେନସି କାମ୍ କି ଗୁଣ୍‌ଥି କମ୍ ନୁହେଁ ସେ । ସବୁଥିରେ ଆଗେ ଥିବାର ଇ ମହିଲା ମାନେ ଆଏଜ୍ ଦେଶ ଦୁନିଆଁନେ ମୁଖିଆ ସାଜିଛନ୍ । ଇ ସବୁ ମହିଲାକଁର ସାହସ ଆର ଭଲ୍ କାମ୍ ସବୁକେ ଲୋକକଁର ଆଘକେ ଆନବାର ଗୁଟେ ଚେଷ୍ଟା କରିଆସୁଛେ ବିବିସି । ଫି ବଛର ଦୁନିଆଁ ଭରର୍ ଶହେ ଜନ୍…

ରାଜ୍ୟପାଳ ଗଣେଷୀ ଲାଲକଁର ସ୍ତ୍ରୀକଁର ବିୟୋଗ୍‌

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌କଁର ସ୍ତ୍ରୀ ସୁଶୀଳା ଦେବୀକଁର ବିୟୋଗ୍ । ଗଲା କିଛି ଦିନ୍ ତଲେ କରୋନା ବେମାରନେ ପଡିକରି ମେଡିକାଲନେ ଭର୍ତ୍ତି ଥିଲେ । ୧୯୪୬ ମସିହା ଡିସେମ୍ବର ୬ ତାରିଖନେ ହରିଆଣାର ହିସାରଠାନେ ଜନମ୍ ହେଇଥିଲେ ସୁଶୀଳାଦେବୀ । ତାକଁର ଚାରଟା ଝି’ ଆରୁ ତିନଟା ପୁଓ ଅଛନ୍ ।…

୭୮ ବରଷ୍‌ନେ ଜୋ ବାଇଡେନ୍‌

ଆମେରିକାର ନୂଆଁକରି ରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର ଜୋ-ବିଡେନ୍‌କଁର ଆଏଜ୍ ଜନମ୍ ଦିନ୍ । ୨୦୨୧ ଜାନୁଆରୀନେ ରାଷ୍ଟ୍ରପତି ପଦ ଲାଗି ଶପଥ ନେବାକେ ଯାଉଥିବାର ଜୋ ବିଡେନ୍ ସବୁନୁ ଅଏତକା ବରଷ ଥିବାର ରାଷ୍ଟ୍ରପତି । ଇତାର ଆଘୋନୁ ଥିବାର ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ସବୁନୁ ଅଏତକା ବରଷ…

କରୋନାନେ ଡାକ୍ତର ଚିତ୍ତରଂଜନ କରକଁର ବିୟୋଗ୍‌

ଓଡ଼ିଶା ମେଡିକାଲ୍ ଜଗତର ନାଁକରା ଡାକ୍ତର ପ୍ରଫେସର ଚିତ୍ତରଞ୍ଜନ କରକଁର ବିୟୋଗ୍ । ସେ ଏସସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖିଆ, ରାଜ୍ୟର ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ୍ ଅଫିସର୍ ଭାବେ କାମ୍ କରୁଥିଲେ । ୫୭ ବରଷଥି କରୋନାନେ ତାକଁର ଜୀବନ୍ ଯାଇଛେ । ଗଲା ସେପ୍ଟେମ୍ବର…