Browsing Category
କଲା ଆର ସଂସ୍କୃତି
ସମ୍ବଲପୁରର୍ ଭିନ୍ ଭିନ୍ ଜଗନ୍ନାଥ ମନ୍ଦିର୍ନେ ମହାପ୍ରଭୁକଁର୍ ନାଗାର୍ଜୁନ୍ ଭେଷ୍
ପବିତ୍ର କାର୍ତ୍ତିକ୍ ମାସ୍ ର ଶୁକ୍ଲପକ୍ଷ ଦ୍ୱାଦଶୀ ମଲ ତିଥିନେ ଶ୍ରୀ ଜଗନ୍ନାଥ ଭଗବାନକଁର୍ ନାଗାର୍ଜୁନ୍ ଭେଷ୍ କରବାର୍ ପରମ୍ପରା ରହିଛେ । ସମ୍ବଲପୁର୍ ସହରର୍ ଭିନଭିନ୍ ଜଗନ୍ନାଥ ମନ୍ଦିର୍ ନେ ବି ଜଗନ୍ନଥ , ବଲଭଦ୍ର , ସୁଭଦ୍ରାକଁର୍ ନଗାର୍ଜୁନ ଭେଷ୍ ଦେଖ୍ବାରକେ ମିଲିଛେ ।…
କାଲିଆକଁର ଲାଗି ସୁବର୍ଣ୍ଣପୁରନୁ ଗଲା ତୁଲସୀ ଆରୁ ପଦମ୍ ଫୁଲ୍
କରୋନା କାଲଥି ମହାପ୍ରଭୁ ଜଗନ୍ନାଥକଁର ନାଗାର୍ଜୁନ୍ ବେଶ୍ ହେଉଥିବାର ବେଲକେ ଭକତ ଇ ଦୁର୍ଲଭ୍ ବେଶର ଦର୍ଶନନୁ ବଂଚିତ୍ ରହିଛନ୍ । ଗହଲ ଚହଲ ହେଲେ ବେମାରୀ ବଢବାର ଡର ଥିବାରନୁ ଭକତକୁଁ ମନ୍ଦିର ବାରଣ ଥିଲା । ୨୬ ବଛର ବାଦ୍ ମହାପୁରକଁର ନାଗାର୍ଜୁନ୍ ବେଶ ହେଉଥିବାର ବେଲକେ ଭକତ ମନ୍ଦିର ନାଇଁ…
ମାହାପୁରୁକଁର ନାଗାର୍ଜୁନ୍ ବେଶ୍
ପୁରୀ ଶ୍ରୀମନ୍ଦିରନେ ଚତୁର୍ଦ୍ଧାମୂର୍ତ୍ତିକଁର ଦୁର୍ଲଭ୍ ନାଗାର୍ଜୁନ୍ ବେଶ୍ । ୨୬ ବରଷ୍ ଉତାରୁ ମହାପୁରୁ ନାଗାର୍ଜୁନ୍ ବେଶ ନେଇଛନ୍ । ରତ୍ନ ସିଂହାସନନେ ବଡମହାପୁରୁ, ସୁଭଦ୍ରା ଆରୁ କାଲିଆ ବୀର ବେଶ୍ନେ ସଜେଇ ହେଇଛନ୍ । ରୀତିନୀତି ହିସାବେ ମହାପୁରୁକଁର ସବୁ କାମ୍ ପୂରା ହେଲା ବାଦ୍ ତାକୁଁ…
ଆଏଜ୍ନୁ ମୁଲ ହେଲା ପଂଚକ୍
ଆଏଜ୍ନୁ ମୁଲ୍ ହେଲା ପଂଚକ୍ । ପୁରୀ ଶ୍ରୀମନ୍ଦିରନେ କାର୍ତ୍ତିକ୍ ମାସ ସାରା ମାହାପୁରୁ ରାଧା ଦାମୋଦର ବେଶନେ ଦର୍ଶନ୍ ଦେଉଥିବା ବେଲକେ ମାସର ଶେଷ ୫ ଦିନ୍ ଦୁଶରା ୫ଟା ବେଶେ ଦର୍ଶନ ଦେଇଥିସନ୍ । ମାସ ଜାକି ବ୍ରତଧାରୀ ମାନେ ନିଷ୍ଠାଥି ମାହାପୁରୁକଁର ପୂଜା ପାଠ କରିଥିସନ୍ । କାର୍ତ୍ତିକ ମାସ…
କାର୍ତ୍ତିକ୍ ପୁନି ଉପ୍ରେ ଲାଗ୍ଲା କଟକନା
କରୋନା ସଂକ୍ରମଣ ଲାଗି ଇ ବଛର୍ କାର୍ତ୍ତିକ୍ ପୁନିନେ କରାଯାଉଥିବାର୍ କାର୍ଯ୍ୟକ୍ରମ୍ ମାନକୁଁ ବନ୍ଦ୍ କରାଯାଇଛେ । ଆଏବାର୍ ନଭେମ୍ବର୍ ୩୦ ତାରିଖ୍ନେ ପଡୁଥିବାର୍ କାର୍ତ୍ତିକ୍ ପୁନିକେ ନେଇକରି ରାଏଜ୍ନେ କେତେଟା ନିୟମ୍ ଲାଗୁ କରାଯାଇଛେ । କାର୍ତ୍ତିକ୍ ମାସେ କରାଯାଉଥିବାର୍ ସବୁ…
ଫେମିନା ମିସ୍ ଇଣ୍ଡିଆ-୨୦୨୦ : ଓଡିଶା ଟପ୍-୫ନେ ବଲାଙ୍ଗିରର୍ ଟୁକେଲ୍
ଫେମିନା ମିସ୍ ଇଣ୍ଡିଆ-୨୦୨୦ ବିଉଟି କଣ୍ଟେଷ୍ଟନେ ବି ଦେଖବାରକେ ମିଲବା ବଲାଙ୍ଗିରର ଟୁକେଲ ପାୱାର । କାରନ୍ ଓଡ଼ିଶାନୁ ବଛାଯାଇଥିବାର୍ ଟପ ଫାଇଭ ଭିତରେ ରହିଛନ୍ ବଲାଙ୍ଗିର ଜିଲ୍ଲାର ଶୁଭଶ୍ରୀ ରାୟଗୁରୁ । ଇହାଦେ ଶୁଭଶ୍ରୀ ହାଇଦ୍ରାବାଦନେ ଅଛନ୍ । ମଡେଲିଂ ଦୁନିଆନେ କାମ କରବାର୍ ଲାଗି ଇଚ୍ଛା…
ଆଏଜ୍ ଅଏଁଲା ନଅମୀ
ଆଏଜ୍ ଅଏଁଲା ନଅମୀ ଆରୁ ରାଧା ପାଦ ଦର୍ଶନ୍ । କାର୍ତ୍ତିକ ମାସର ଉଜଲ୍ ପଖର ନଅମୀନେ ସାକ୍ଷୀଗୋପାଲ ମନ୍ଦିରନେ ଅଏଁଲା ନଅମୀର ଲାଗି ଜବର୍ ଭିଡ ହେଉଥିବାର ବେଲକେ ଇ ବରଷ୍ କରୋନା ଲାଗି ବିନା ଭକତ୍ଥି ହେଉଛେ ପୂଜା । କରୋନା ନିୟମ୍ ହିସାବେ ମନ୍ଦିର ଭିତରେ ମାହାପୁରୁକଁର ସବୁ ନୀତି ଅନୁଷ୍ଠିତ୍…
କାର୍ତିକ୍ ମାସେ ସମ୍ପର୍ଦା ନାଚ୍
ଗାଁ ମାନକୁଁ ଇହାଦେ ବି ପଂଞ୍ଚ୍କ ସମିୟାନେ ଲୋକମାନେ ପାହାନ୍ତିଆନୁ ଉଠିକରି ପୂଜା କରବାର ସାଙ୍ଗେ ପୁରାଣ୍ ପାଠ୍ ,ସତସଙ୍ଗ୍, ପାଲା କାରିଥିସନ୍ । ସେନ୍ତା ନୁଆପଡା ଜିଲ୍ଲା ର୍ ଖଡିଆଲ୍ନେ କାର୍ତିକ୍ ମାସେ ପୂଜା ପାଠ୍ ସାଙ୍ଗେ ନାଚ୍ ଗାନା ଭିଲ୍ ଦେଖବାର୍କେ ମିଲିଛେ । ଖଡିଆଲ୍ନେ…
ଓଡିଶା ହେଲା ‘ବେଷ୍ଟ୍ ମରିନ୍ ଷ୍ଟେଟ୍’
କେନ୍ଦ୍ର ମାଛ୍ ଆର୍ ପଶୁ ପାଲନ୍ ମନ୍ତ୍ରାଲୟ ଆଡୁ ଓଡିଶାକେ ‘ବେଷ୍ଟ୍ ମରିନ୍ ଷ୍ଟେଟ୍ 'ର ମାନ୍ୟତା ମିଲିଛେ । ଆଏବାର୍ ୨୧ ତାରିଖ୍ ନେ ପାଲନ କରାଯାଉଥିବାର୍ ବିଶ୍ୱ ମତ୍ସ୍ୟ ଦିବସ୍ନେ ଓଡିଶାକେ ୧୦ ଲାଖ୍ ଟକାଁର୍ ପୁରଷ୍କାର୍ ଦିଆଯିବା । ଆର୍ ପଶ୍ଟିମ୍ ଓଡିଶାର୍ କଲାହାଣ୍ଡି…
ହରିଶଙ୍କର୍ ନୁ ନରସିଂନାଥ୍ ତକ୍ ହେବା ରୋପ୍ୱେ ସୁବିଧା
ପଶ୍ଚିମ୍ ଓଡିଶାର୍ ଭିନ୍ ଭିନ୍ ପର୍ଯ୍ୟଟନ୍ ଜାଗା ମାନକଁର ଲାଗି ପର୍ଯ୍ୟଟନ୍ କରିଡର୍ ଯୋଜନା କରାଯିବା ଆର୍ ସମ୍ବଲପୁରକେ ପର୍ଯଟନ୍ ହବ୍ କରାଯିବା । ସେନ୍ତା ବରଗଡ୍ ଆର୍ ନୁଆପଡା ଜିଲ୍ଲାର୍ ମଝିନେ ଥିବା ନର୍ସିଂନାଥ୍ ନୁ ହରିଶଙ୍କର୍ ତକ୍ ରୋପ୍ ୱେ ଲଗାଯିବା ବଲିକରି…